RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78496473

ଦୁଇଟି ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀ ତାଙ୍କର ପଞ୍ଜିକରଣ ପ୍ରମାଣପତ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରତ୍ୟର୍ପଣ କରିଦେଇଛନ୍ତି

ସେପ୍ଚେମ୍ବର ୨୩, ୨୦୧୬

ଦୁଇଟି ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀ ତାଙ୍କର ପଞ୍ଜିକରଣ ପ୍ରମାଣପତ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରତ୍ୟର୍ପଣ କରିଦେଇଛନ୍ତି

ନିମ୍ନଲିଖିତ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀଗୁଡିକ ତାଙ୍କୁ ଜାରି କରାଯାଇଥିବା ପଞ୍ଜିକରଣ ପ୍ରମାଣପତ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରତ୍ୟର୍ପଣ କରିଦେଇଛନ୍ତି । ସେଥିପାଇଁ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅଧିନିୟମ, ୧୯୩୪ ଖଣ୍ଡ ୪୫- ଆଇ ଏ (୬) ଦ୍ୱାରା ପ୍ରଦତ୍ତ କ୍ଷମତା ଅନୁଯାୟୀ ସେମାନଙ୍କର ପଞ୍ଜିକରଣ ପ୍ରମାଣପତ୍ରକୁ ରଦ୍ଦ କରିଦେଇଛି ।

କ୍ରମ ସଂଖ୍ୟା କମ୍ପାନୀର ନାମ କାର୍ଯ୍ୟାଳୟ ଠିକଣା ପଞ୍ଜିକରଣ ପ୍ରମାଣପତ୍ର (ସିଓଆର)ସଂଖ୍ୟା ଜାରି ତାରିଖ ପ୍ରମାଣପତ୍ର ରଦ୍ଦ ଆଦେଶ ତାରିଖ
ମେସର୍ସ ଦାସ ସିକ୍ୟୁ ରିଟିଜ ଲିମିଟେଡ ୨୦୧, ଅନାରକଲି ବଜାର, ଝଣ୍ଡେୱାଲାନ ଏକ୍ସଟେନସନ, ନୂଆ ଦିଲ୍ଲୀ -୧୧୦୦୫୫ ବି-୧୪.୦୨୪୦୪ ଜୁନ ୧୯, ୨୦୦୧ ଅଗଷ୍ଟ ୦୯, ୨୦୧୬
ମେସର୍ସ ପୁଜା ଫାଇନାନ୍ସ ଲିମିଟେଡ ପରମେଶ୍ୱରୀ ବିଲଡିଙ୍ଗ, ଚତୁର୍ଥ ମହଲା, ଛତ୍ରିବାରୀ ରୋଡ, ଗୁଆହାଟୀ -୭୮୧୦୦୧ ବି. ୦୮.୦୦୧୩୧ ଅଗଷ୍ଟ ୨୧, ୨୦୧୫ ଅଗଷ୍ଟ ୨୬, ୨୦୧୬

ଅତଏବ, ଉପରୋକ୍ତ କମ୍ପାନୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ ଖଣ୍ଡ ୪୫- ଆଇ ର ଉପଖଣ୍ଡ (ଏ) ଅନୁସାରେ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥାର କାରବାର କରିପାରିବେ ନାହିଁ ।

ଅଜିତ ପ୍ରସାଦ
ସହାୟକ ପରାମର୍ଶଦାତା

ପ୍ରେସ ପ୍ରକାଶନ : ୨୦୧୬-୧୭ /୭୫୯

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?