ତିନୋଟି ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀ ତାଙ୍କର ପଞ୍ଜିକରଣ ପ୍ରମାଣପତ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରତ୍ୟର୍ପଣ କରିଦେଇଛନ୍ତି
ସେପ୍ଚେମ୍ବର ୧୬, ୨୦୧୬ ତିନୋଟି ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀ ତାଙ୍କର ପଞ୍ଜିକରଣ ପ୍ରମାଣପତ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରତ୍ୟର୍ପଣ କରିଦେଇଛନ୍ତି ନିମ୍ନଲିଖିତ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀଗୁଡିକ ତାଙ୍କୁ ଜାରି କରାଯାଇଥିବା ପଞ୍ଜିକରଣ ପ୍ରମାଣପତ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରତ୍ୟର୍ପଣ କରିଦେଇଛନ୍ତି । ସେଥିପାଇଁ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅଧିନିୟମ, ୧୯୩୪ ଖଣ୍ଡ ୪୫ -ଆଇ ଏ (୬) ଦ୍ୱାରା ପ୍ରଦତ୍ତ କ୍ଷମତା ଅନୁଯାୟୀ ସେମାନଙ୍କର ପଞ୍ଜିକରଣ ପ୍ରମାଣପତ୍ରକୁ ରଦ୍ଦ କରିଦେଇଛି ।
ଅତଏବ, ଉପରୋକ୍ତ କମ୍ପାନୀଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ ଖଣ୍ଡ ୪୫- ଆଇ ର ଉପଖଣ୍ଡ (ଏ) ଅନୁସାରେ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥାର କାରବାର କରିପାରିବେ ନାହିଁ । ଅଜିତ ପ୍ରସାଦ ପ୍ରେସ ପ୍ରକାଶନ : ୨୦୧୬-୧୭/୬୯୦ |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: