<font face="mangal" size="3">ନଭେମ୍ବର 9, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ - ଆରବିଆଇ - Reserve Bank of India
78498335
ପ୍ରକାଶିତ ତାରିଖ ନଭେମ୍ବର 09, 2016
ନଭେମ୍ବର 9, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କ ବନ୍ଦ
ନଭେମ୍ବର 8, 2016 ନଭେମ୍ବର 9, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କ ବନ୍ଦ ସାର୍ବଜନୀନ, ଘରୋଇ, ବିଦେଶୀ, ସରକାରୀ, ଆଂଚଳିକ ଗ୍ରାମୀଣ ଏବଂ ସ୍ଥାନୀୟ ବ୍ୟାଙ୍କ ସମେତ ସମସ୍ତ ଅନୁସୂଚିତ ଏବଂ ଅଣଅନୁସୂଚିତ ବ୍ୟାଙ୍କ ସର୍ବସାଧାରଣଙ୍କ ନିମିତ୍ତ ବୁଧବାର ନଭେମ୍ବର 9, 2016 ତାରିଖ ଦିନ ବନ୍ଦ ରହିବ । ଅଳ୍ପନା କିଲାୱାଲ୍ ପ୍ରେସ୍ ପ୍ରକାଶନ – 2016-2017/1143 |
प्ले हो रहा है
ଶୁଣନ୍ତୁ
ଏହି ପେଜ୍ ସହାୟକ ଥିଲା କି?