ଶନିବାର, ନଭେମ୍ବର 12 ଏବଂ ରବିବାର, ନଭେମ୍ବର 13, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କଗୁଡ଼ିକ ଖୋଲା ରହିବ
ନଭେମ୍ବର 9, 2016 ଶନିବାର, ନଭେମ୍ବର 12 ଏବଂ ରବିବାର, ନଭେମ୍ବର 13, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ସାର୍ବଜନୀନ,ଘରୋଇ, ବିଦେଶୀ, ସହକରୀ, ଆଂଚଳିକ ଗ୍ରାମୀଣ ଏବଂ ସ୍ଥାନୀୟ ବ୍ୟାଙ୍କ ସମେତ ସମସ୍ତ ଅନୁସୂଚିତ ଏବଂ ଅଣଅନୁସୂଚିତ ବ୍ୟାଙ୍କ ଶନିବାର ନଭେମ୍ବର 12 ଓ ରବିବାର 13, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ନଭେମ୍ବର 12 ଓ 13 ତାରିଖରେ ସମସ୍ତ ବ୍ୟାଙ୍କ ତାଙ୍କର ସମସ୍ତ ଶାଖାକୁ ସବୁପ୍ରକାର କାରବାର ପାଇଁ ସାଧାରଣ କାର୍ଯ୍ୟକାରୀ ଦିନ ଭଳି ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି । ବ୍ୟାଙ୍କମାନେ ଏହି ଦିନଗୁଡ଼ିକରେ ବ୍ୟାଙ୍କିଙ୍ଗ ସେବାର ଉପଲବ୍ଧି ବିଷୟରେ ଯଥାଯଥ ବିଜ୍ଞାପନ ପ୍ରଦାନ କରିବେ | ଅଳ୍ପନା କିଲାୱାଲ୍ ପ୍ରେସ୍ ପ୍ରକାଶନ – 2016-2017/1161 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: