RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78476919

ବ୍ୟାଙ୍କ ହାର ଦରରେ ପରିବର୍ତ୍ତନ

ଭାରତୀୟ ରିଜର୍ଭ ବ୍ୟାଙ୍କ
ସେପ୍ଟେମ୍ୱର ୨୯,୨୦୧୫

ଆର.ବି.ଆଇ /୨୦୧୫-୧୬ / ୧୯୪
ଡି.ବି.ଆର‌‌ କ୍ରମ.ଆର୍‌ଇଟି.ବିସି.-୪୨/୧୨.୦୧.୦୦୧/୨୦୧୫-୧୬

ସମସ୍ତ ଅଧିସୂଚୀତ ବାଣିଜ୍ୟିକ ବ୍ୟାଙ୍କ ମାନଙ୍କର ଅଧ୍ୟକ୍ଷ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ / କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ / ସ୍ଥାନୀୟ ଅଞ୍ଚଳର ବ୍ୟାଙ୍କ / ସମସ୍ତ ପ୍ରାଥମିକ (ସହରୀ) ସମବାୟ ବ୍ୟାଙ୍କ / ରାଜ୍ୟ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମୂହ (ଏସ୍‌.ଟି.ସି.ବିଜ / ସି.ସି.ବିଜ)

ମହାଶୟ / ମହାଶୟା

ବ୍ୟାଙ୍କ ହାର ଦରରେ ପରିବର୍ତ୍ତନ

ଶିରୋନାମାର ବିଷୟବସ୍ତୁ ଉପରେ ଜୁନ୍‌ ୨, ୨୦୧୫ରେ ଜାରୀ ଆମ ପରିପତ୍ର ଡି.ବି.ଆର‌‌ କ୍ରମ. ସଂଖ୍ୟା ଆର୍‌ଇଟି.ବିସି.-୯୯/୧୨.୦୧.୦୦୧/୨୦୧୪-୧୫ ଏବଂ ଜୁନ୍‌ ୨,୨୦୧୫ର ଡି.ସି.ବି.ଆର୍‌. ବିପିଡି (ପି.ସି.ବି/ଆର୍‌.ସି.ବି) ପରିପତ୍ର କ୍ରମ ସଂଖ୍ୟା. ୩୭/୧୬.୧୧.୦୦ /୨୦୧୪-୧୫କୁ ଅନୁଶୀଳନ କରନ୍ତୁ ।

୨. ୨୯ ସେପ୍ଟେମ୍ବର ୨୦୧୫ରେ ଘୋଷିତ ୪ର୍ଥ ଦ୍ୱିମାସିକ ମୌଦ୍ରିକ ଯୋଜନା ବିବରଣୀ ୨୦୧୫-୧୬ ଅନୁସାରେ ବ୍ୟାଙ୍କ ଦରରେ ମୌଳିକ ୫୦ ପଏଣ୍ଟ ଶତକଡ଼ା ୮.୨୫ ରୁ ୭.୭୫ ଶତକଡ଼ାକୁ ସେପ୍ଟେମ୍ୱର ୨୯,୨୦୧୫ରୁ ସମାଯୋଜିତ ହୋଇଅଛି।

୩. ଆରକ୍ଷିତ ଆବଶ୍ୟକତା ନିଅଣ୍ଟ ଉପରେ ସମସ୍ତ ଦଣ୍ଡ-ସୁଧ ହାର ଯାହା ନିର୍ଦ୍ଦିଷ୍ଟ ଭାବେ ବ୍ୟାଙ୍କ ଦର ସହ ଜଡ଼ିତ, ତାହା ମଧ୍ୟ ପରିଶୋଧିତ ଅନୁବନ୍ଧରେ ସୂଚୀତ ହୋଇଅଛି।

ଆପଣଙ୍କ ବିଶ୍ୱସ୍ତ,

(ଲିଲି ୱଦେରା)
ମୁଖ୍ୟ ମହା ପ୍ରବନ୍ଧକ

ସଂଲଗ୍ନକ –ଉପରେ ଉଲ୍ଲିଖିତ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?