<font face="mangal" size="3">ସ୍ୱଳ୍ପ ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମ - ଆରବିଆଇ - Reserve Bank of India
ସ୍ୱଳ୍ପ ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା
RBI/2016-17/151 November 23, 2016 ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ ମହାଶୟ ସ୍ୱଳ୍ପ ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା ଦୟାକରି ପ୍ରଚ଼ଳିତ 500 ଓ 1000 ଟଙ୍କିଆ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଓ 100 ଟଙ୍କିଆ ବ୍ୟାଙ୍କ ନୋଟର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର ଉପରେ ନଭେମ୍ବର 08, 2016 ତାରିଖର ଆମର ପରିପତ୍ର DCM (Plg) No.1226/10.27.00/2016-17 ଦେଖନ୍ତୁ । 2. କ୍ଷୁଦ୍ର ସଂଚ଼ୟ ଯୋଜନାର ଜମାକାରୀମାନଙ୍କୁ କ୍ଷୁଦ୍ର ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା କରିବା ପାଇଁ ଅନୁମତି ନ ଦେବାକୁ ଭାରତ ସରକାର ନେଇଥିବା ନିଷ୍ପତ୍ତି ବିଷୟରେ ଆମେ ସୂଚ଼ିତ କରୁଛୁ । ତେଣୁ କ୍ଷୁଦ୍ର ସଂଚ଼ୟ ଯୋଜନାରେ ବିଶିଷ୍ଟ ବ୍ୟାଙ୍କ ନୋଟ (SBN) ଜମା ଭାବେ ଗ୍ରହଣ ନ କରବାକୁ ବ୍ୟାଙ୍କମାନଙ୍କୁ ସୂଚ଼଼ୀତ କରାଯାଉଛି । 3. ଦୟାକରି ପ୍ରାପ୍ତି ସ୍ୱୀକାର କରନ୍ତୁ । ଆପଣଙ୍କର ବିଶ୍ୱସ୍ତ (ପି. ବିଜୟ କୁମାର) |