RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78479997

ବ୍ୟାଙ୍କିଙ୍ଗ୍ ନିୟମନ ଅଧିନିୟମ ୧୯୪୯ (ଏଏସିଏସ୍‌) ବଳରେ ନିର୍ଦ୍ଦେଶନାମା- ଚୌଡ଼େଂଶ୍ୱରୀ ସହକାରୀ ବ୍ୟାଙ୍କ୍ ଲିମିଟେଡ଼, ଇଚ୍ଛାଲକରଞ, କୋହ୍ଲାପୁର।

ଭାରତୀୟ ରିଜର୍ଭ ବ୍ୟାଙ୍କ
ସେପ୍ଟେମ୍ବର ୦୩,୨୦୧୫

ସଞ୍ଚାର ବିଭାଗ, କେନ୍ଦ୍ରୀୟ କାର୍ଯ୍ୟାଳୟ
ଏସ୍‌.ଟି.ଏସ୍‌. ମାର୍ଗ, ମୁମ୍ୱାଇ-୪୦୦୦୦୧

ବ୍ୟାଙ୍କିଙ୍ଗ୍ ନିୟମନ ଅଧିନିୟମ ୧୯୪୯ (ଏଏସିଏସ୍‌) ବଳରେ ନିର୍ଦ୍ଦେଶନାମା- ଚୌଡ଼େଂଶ୍ୱରୀ ସହକାରୀ ବ୍ୟାଙ୍କ୍ ଲିମିଟେଡ଼, ଇଚ୍ଛାଲକରଞ, କୋହ୍ଲାପୁର।

ନିର୍ଦ୍ଦେଶନାମା ୟୁବିଡି.ସିଓ.ବିଏସ୍‌.ଡି-୧/ଡି-୦୭/୧୨.୨୨.୦୪୪/୨୦୧୪/୧୫ ତା ଅଗଷ୍ଟ ୨୮,୨୦୧୪ ଅନୁଯାୟୀ ଚୌଡେଂଶ୍ୱରୀ ସହକାରୀ ବ୍ୟାଙ୍କ ଲିମିଟେଡକୁ ଅଗଷ୍ଟ ୩୦,୨୦୧୪ରେ ବ୍ୟବସାୟ ବନ୍ଦ ହେବା ଦିନଠାରୁ ୬ ମାସ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ଅଧିନରେ ସ୍ଥାନିତ କରାଯାଇଥିଲା। ଉପରୋକ୍ତ ନିର୍ଦ୍ଦେଶନାମା ବୈଧତା, ଫେବୃୟାରୀ ୦୫,୨୦୧୫ର ନିର୍ଦ୍ଦେଶନାମା ବଳରେ ମାର୍ଚ୍ଚ ୧,୨୦୧୫ ରୁ ଅଗଷ୍ଟ ୩୧,୨୦୧୫ ପର୍ଯ୍ୟନ୍ତ ପୁନଶ୍ଚ ଛଅମାସ ପାଇଁ ବୃଦ୍ଧି କରାଯାଇଥିଲା। ଏତଦ୍ୱାରା, ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛିକି ଯେ, ଅଗଷ୍ଟ ୨୮,୨୦୧୪ର ନିର୍ଦ୍ଦେଶନାମା ସହ ପଠନ ଫେବୃୟାରୀ ୦୫,୨୦୧୫ର ନିର୍ଦ୍ଦେଶନାମାର କାର୍ଯ୍ୟ ସମ୍ପାଦନ ସମୟ, ସେପ୍ଟେମ୍ବର ୧,୨୦୧୫ ରୁ ଆମର ସମୀକ୍ଷା ସାପେକ୍ଷ ପରିମାର୍ଜିତ ନିର୍ଦ୍ଦେଶନାମା ଜୁଲାଇ ୩୧,୨୦୧୫ ବଳରେ ପୁଣି ତିନିମାସ ବୃଦ୍ଧି କରାଯାଇଛି। ପ୍ରାସଙ୍ଗିକ ନିର୍ଦ୍ଦେଶନାମାର ଅନ୍ୟ ସର୍ତ୍ତାବଳୀ ଓ ନିବନ୍ଧନ ଅପରିବର୍ତ୍ତିତ ରହିଛି। ଉପରୋକ୍ତ ପରିମାର୍ଜନାକୁ ସୂଚୀତ କରୁଥିବା ନିର୍ଦ୍ଦେଶନାମା, ତା ୩୧ ଜୁଲାଇ ୨୦୧୫, ଜନସାଧାରଣଙ୍କ ଅବଗତି ନିମନ୍ତେ ବ୍ୟାଙ୍କ୍ ପରିସରରେ ପ୍ରଦର୍ଶିତ ହୋଇଅଛି।

ଉପରୋକ୍ତ ପରିମାର୍ଜନ ଆପଣାଛାଏଁ ବ୍ୟାଙ୍କର ଆର୍ଥିକ ପରିସ୍ଥିତିରେ ଅଧିଷ୍ଠାୟୀ ପରିବର୍ତ୍ତନ ହୋଇଛି ବୋଲି ରିଜର୍ଭ ବ୍ୟାଙ୍କର ସନ୍ତୁଷ୍ଟ ବୋଲି ବିବେଚନା କରାଯିବା ଉଚିତ୍‌ ନୁହଁ।

ଅଜିତ ପ୍ରସାଦ
ସହାୟକ ମହା ପ୍ରବନ୍ଧକ

ସମ୍ୱାଦ ପ୍ରକାଶିତ.୨୦୧୫-୧୬/୫୮୧

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?