RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78489472

ଇନସେଟ୍ ଅକ୍ଷର L ଥିବା, ନମ୍ବର ପ୍ୟାନେଲରେ ସାନ ରୁ ବଡ କ୍ରମରେ ସଂଖ୍ୟା ଥିବା ଓ ଉତ୍କୀର୍ଣ୍ଣ (ଇଣ୍ଚାଗ୍ଲିଓ) ମୁଦ୍ରଣ ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ

ଡ଼ିସେମ୍ବର 04, 2016

ଇନସେଟ୍ ଅକ୍ଷର L ଥିବା, ନମ୍ବର ପ୍ୟାନେଲରେ ସାନ ରୁ ବଡ କ୍ରମରେ ସଂଖ୍ୟା ଥିବା ଓ ଉତ୍କୀର୍ଣ୍ଣ (ଇଣ୍ଚାଗ୍ଲିଓ) ମୁଦ୍ରଣ ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ

ଭାରତୀୟ ରିଜର୍ଭ ବ୍ୟାଙ୍କ, ମହାତ୍ମା ଗାନ୍ଧୀ ଶୃଙ୍ଖଳା-2005 ରେ 20 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟ ଖୁବ ଶୀଘ୍ର ପ୍ରଚ଼ଳନ କରିବ, ଜେଉଁଥିରେ ଉଭୟ ନମ୍ବର ପ୍ୟାନେଲରେ ଇନସେଟ ଅକ୍ଷର L ଥିବ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଡ଼ାଃ ଉରଜିତ୍ ଆର୍ ପଟେଲଙ୍କର ଦସ୍ତଖତ ଥିବ, ଏବଂ ବ୍ୟାଙ୍କନୋଟ ପଛପଟେ ଛପାବର୍ଷ 2016 ମୁଦ୍ରିତ ହୋଇଥିବ ।

ଏହି ବ୍ୟାଙ୍କନୋଟର ଡ଼ିଜାଇନ୍ ଓ ସୁରକ୍ଷା ବୈଶିଷ୍ଟ୍ୟ, ପ୍ରେସ ପ୍ରକାଶନ ସଂ. 2016-2017/1004 ମାଧ୍ୟମରେ ପୂର୍ବରୁ ମହାତ୍ମା ଗାନ୍ଧୀ ଶୃଙ୍ଖଳା-2005 ଅଂତର୍ଗତ ଉଭୟ ନମ୍ବର ପ୍ୟାନେଲରେ ସାନ ରୁ ବଡ କ୍ରମରେ ସଂଖ୍ୟା ଥିବା ଏବଂ ଉତ୍କୀର୍ଣ୍ଣ ( ଇଣ୍ଟାଗ୍ଲିଓ ) ଛପା ନ ଥିବା 20 ଟଙ୍କିଆ ମୂଲ୍ୟବର୍ଗରେ ଜାରୀ କରାଯାଇଥିବା ବ୍ୟାଙ୍କନୋଟ ସଦୃଶ ଅଟେ ।.

ଅତୀତରେ ବ୍ୟାଙ୍କ ଦ୍ୱାରା ଜାରୀ କରାଯାଇଥିବା 20 ଟଙ୍କିଆ ମୂଲ୍ୟବର୍ଗର ସବୁ ବ୍ୟାଙ୍କନୋଟ, ବିଧିଗ୍ରାହୀ ମୁଦ୍ରାର ମାନ୍ୟତା ବଜାୟ ରଖିବ ।

ଅଳ୍ପନା କିଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ ପ୍ରକାଶନ : 2016-2017/1402

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?