RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78466839

ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନାରେ ଜମା କରାଯିବା କଞ୍ଚାସୁନାର ନ୍ୟୁନତମ ମାତ୍ରା ୩୦ଗ୍ରାମ କରାଯିବ।

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ବର 03, 2015

ସଞ୍ଚାର ବିଭାଗ, କେନ୍ଦ୍ରୀୟ କାର୍ଯ୍ୟାଳୟ
ଏସ୍‌.ବି.ଏସ୍‌. ମାର୍ଗ୍, ମୁମ୍ୱାଇ. 400 001

ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନାରେ ଜମା କରାଯିବା କଞ୍ଚାସୁନାର ନ୍ୟୁନତମ ମାତ୍ରା ୩୦ଗ୍ରାମ କରାଯିବ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା) ନିର୍ଦ୍ଦେଶ୍, ୨୦୧୫ ଅଧିନରେ, ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନାରେ ଜମା କରାଯିବା ସୁନାର ନ୍ୟୁନତମ ମାତ୍ରାରେ ସଂଶୋଧନ କରାଯାଇଅଛି। ଏହି ସଂଶୋଧନ ଅନୁସାରେ, କୌଣସି ଏକ କାଳଖଣ୍ଡରେ ଜମା କରାଯିବ। କଞ୍ଚାସୁନାର ନ୍ୟୁନତମ ମାତ୍ରା ୩୦ଗ୍ରାମ କରାଯିବ (ପଥର ଓ ଅନ୍ୟ ଧାତୁକୁ ବାଦ ଦେଇ ଖଣ୍ଡ, ମୁଦ୍ରା ଓ ଅଳଙ୍କାର)।

ଏହି ତଥ୍ୟକୁ ସାମନାରେ ରଖାଯାଇଅଛି କି ଶୁଦ୍ଧତାର ସ୍ତର ଅଲଗା ଅଲଗା ହେବାରୁ ଅଳଙ୍କାର ଏବଂ ଅନ୍ୟ କଞ୍ଚାସୁନା ବସ୍ତୁ ଆକାରରେ ୯୯୫ ଶୁଦ୍ଧତାର ୩୦ ଗ୍ରାମ ସମତୁଲ୍ୟ କଞ୍ଚାସୁନାର ମାତ୍ରା ନିର୍ଧାରଣ କରିବା ଜନାସାଧାରଣଙ୍କ ପାଇଁ ସମ୍ଭବ ହେବନାହିଁ। ତେଣୁ, ରିଜର୍ଭ ବ୍ୟାଙ୍କ ଅକ୍ଟୋବର ୨୨,୨୦୧୫ ପ୍ରେରିତ ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା, ୨୦୧୫ ସମ୍ଭନ୍ଧୀୟ ମୁଖ୍ୟ ନିର୍ଦ୍ଦେଶନାମାର ପରିଚ୍ଛେଦ ୨.୧.୨(କ)ରେ ସଂଶୋଧନ କରିଅଛି। ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା,୨୦୧୫ ସମ୍ଭନ୍ଧୀୟ ଭାରତୀୟ ରିଜର୍ଭ ବ୍ୟାଙ୍କର ସଂପୂର୍ଣ୍ଣ ମୁଖ୍ୟ ନିର୍ଦ୍ଦେଶ ଅଧୁନାତମ ପାଠାନ୍ତର ରିଜର୍ଭ ବ୍ୟାଙ୍କ ୱେବସାଇଟ୍‌ରେ ଉପଲବ୍ଧ ଅଛି।

ନଭେମ୍ୱର ୦୫,୨୦୧୫ରୁ ଏହି ନିର୍ଦ୍ଦେଶ ଜାରୀ ହେବ।

ଆଳ୍ପନା କିଲାୱାଲା
ପ୍ରଧାନ ମୁଖ୍ୟ ମହା ପ୍ରବନ୍ଧକ

ସମ୍ବାଦ ପ୍ରକାଶିତ : 2015-2016/1071

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?