Page
Official Website of Reserve Bank of India
78480136
ପ୍ରକାଶିତ ତାରିଖ
ସେପ୍ଟେମ୍ବର 10, 2015
ଶ୍ରୀମତୀ ଅଞୁଳି ଚିବ ଡୁଗୁଲ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡକୁ ମନୋନୀତ
ଭାରତୀୟ ରିଜର୍ଭ ବ୍ୟାଙ୍କ ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ ଶ୍ରୀମତୀ ଅଞୁଳି ଚିବ ଡୁଗୁଲ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡକୁ ମନୋନୀତ ଶ୍ରୀମତୀ ଅଞୁଳି ଚିବ ଡୁଗୁଲ,ସଚିବ, ଅର୍ଥସେବା ବିଭାଗ, ଅର୍ଥ ମନ୍ତ୍ରାଳୟ, ନୂଆଦିଲ୍ଲୀଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ, ଡକ୍ଟର ହସମୁଖ ଆଢିଆଙ୍କ ସ୍ଥାନରେ ନିର୍ଦ୍ଦେଶକ ରୂପେ କେନ୍ଦ୍ର ସରକାର ମନୋନୀତ କରିଛନ୍ତି । ପୁନଃ ଆଦେଶ ପର୍ଯ୍ୟନ୍ତ, ଶ୍ରୀମତୀ ଅଞୁଳି ଚିବ ଡୁଗୁଲଙ୍କ ମନୋନୟନ ସେପ୍ଟେମ୍ବର 03, 2015 ରୁ ବଳବତ୍ତର ରହିବ। ଅଳ୍ପନା କିଲ୍ଲାୱାଲା ସମ୍ବାଦ ପ୍ରକାଶିତ : 2015-2016/635 |
प्ले हो रहा है
ଶୁଣନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:
ଏହି ପେଜ୍ ସହାୟକ ଥିଲା କି?