RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78491891

ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି

ନଭେମ୍ବର 07, 2016

ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି

ରିଜର୍ଭ ବ୍ୟାଙ୍କରୁ ଶ୍ରୀ ଜି.ମହାଲିଙ୍ଗମଙ୍କର ସ୍ୱେଚ୍ଛାକୃତ ସେବାନିବୃତି ହେତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି । କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଶ୍ରୀ ରାଜେଶ୍ୱର ରାଓ ପରିସଂଖ୍ୟାନ ଓ ସୂଚ଼ନା ପ୍ରବନ୍ଧନ ବିଭାଗ, ଆର୍ଥିକ ବଜାର ପରିଚ଼ାଳନା ବିଭାଗ ଏବଂ ଆର୍ନ୍ତଜାତୀୟ ବିଭାଗ ଦେଖାଶୁଣା କରିବେ । କାର୍ଯ୍ୟନିର୍ବାହୀ ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ରାଜେଶ୍ୱର ରାଓ ଆର୍ଥିକ ବଜାର ପରିଚ଼ାଳନା ବିଭାଗର ମୁଖ୍ୟମହା ପ୍ରବନ୍ଧକ ଥିଲେ ।

ଶ୍ରୀ ରାଜେଶ୍ୱର ରାଓ କୋଚ଼ିନ ବିଶ୍ୱବାଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଓ ବ୍ୟବସାୟ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରିଧାରୀ ଅଟନ୍ତି . ସେ ମଧ୍ୟ ଇଣ୍ଡିଆନ୍ ଇନସ୍ଟିଚ଼୍ୟୁସନ୍ ଅଫ୍ ବ୍ୟାଙ୍କରସର ସାର୍ଟିଫାଏଡ୍ ଆସୋସିଏଟ୍ ଅଟନ୍ତି ।

ଶ୍ରୀ ରାଜେଶ୍ୱର ରାଓ 1984 ରେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ ଏବଂ କେନ୍ଦ୍ରୀୟ ବ୍ୟାଙ୍କ କର୍ମକର୍ତ୍ତା ଭାବେ ତାଙ୍କର କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟାବଳୀର ବିଭିନ୍ନ ବିଭାଗରେ ଅଭିଜ୍ଞତା ରହିଛି । ପୂର୍ବରୁ ସେ ଆପ୍ୟ ପର୍ଯ୍ୟାଲୋଚ଼ନା ବିଭାଗ ଦାୟିତ୍ୱରେ ଥିଲେ । ସେ ମଧ୍ୟ ବ୍ୟାଙ୍କିଙ୍ଗ ଲୋକପାଳ, ନୂଆଦିଲ୍ଲୀ ଭାବେ କାମ କରିବା ସହିତ ରିଜର୍ଭ ବ୍ୟାଙ୍କର ଅହମଦାବାଦ, ହାଇଦରାବାଦ,ଚ଼େନ୍ନେଇ ଓ ନୂଆଦିଲ୍ଲୀ ଅଫିସ୍ ରେ କାମ କରିଛନ୍ତି ।

ଅଳ୍ପନା କିଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1127

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?