Page
Official Website of Reserve Bank of India
78500834
ପ୍ରକାଶିତ ତାରିଖ
ସେପ୍ଟେମ୍ବର 16, 2016
ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀର ପଞ୍ଜିକରଣ ପ୍ରମାଣପତ୍ରକୁ ରଦ୍ଦ କରିଛି
ସେପ୍ଚେମ୍ବର ୧୬, ୨୦୧୬ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀର ପଞ୍ଜିକରଣ ପ୍ରମାଣପତ୍ରକୁ ରଦ୍ଦ କରିଛି ନିମ୍ନଲିଖିତ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀଗୁଡିକୁ ଜାରି କରାଯାଇଥିବା ପଞ୍ଜିକରଣ ପ୍ରମାଣପତ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅଧିନିୟମ, ୧୯୩୪ ଖଣ୍ଡ ୪୫- ଆଇ ଏ (6) ଦ୍ୱାରା ପ୍ରଦତ୍ତ କ୍ଷମତା ଅନୁଯାୟୀ ରଦ୍ଦ କରିଦେଇଛି।
ଅତଏବ, ଉପରୋକ୍ତ କମ୍ପାନୀଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ ଖଣ୍ଡ ୪୫-ଆଇ ର ଉପଖଣ୍ଡ (ଏ) ଅନୁସାରେ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥାର କାରବାର କରିପାରିବେ ନାହିଁ । ଅଜିତ ପ୍ରସାଦ ପ୍ରେସ ପ୍ରକାଶନ : ୨୦୧୬-୧୭/୬୮୯ |
प्ले हो रहा है
ଶୁଣନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:
ଏହି ପେଜ୍ ସହାୟକ ଥିଲା କି?