<font face="mangal" size="3">ରିଜର୍ଭ ବ୍ୟାଙ୍କ ୬ଟି ଏନ୍.ବି.ଏଫ୍.ସି. ର ପଂଜିକରଣ ପ୍ର - ଆରବିଆଇ - Reserve Bank of India
78495412
ପ୍ରକାଶିତ ତାରିଖ
ନଭେମ୍ବର 23, 2016
ରିଜର୍ଭ ବ୍ୟାଙ୍କ ୬ଟି ଏନ୍.ବି.ଏଫ୍.ସି. ର ପଂଜିକରଣ ପ୍ରମାଣପତ୍ର ରଦ୍ଦ କରିଛି
ନଭେମ୍ବର 23,2016 ରିଜର୍ଭ ବ୍ୟାଙ୍କ ୬ଟି ଏନ୍.ବି.ଏଫ୍.ସି. ର ପଂଜିକରଣ ପ୍ରମାଣପତ୍ର ରଦ୍ଦ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ ର ଧାରା ୪୫-୧A (୬) ଅଧିନରେ ଏହା ଉପରେ ନ୍ୟସ୍ତ କ୍ଷମତାର ପ୍ରୟୋଗ ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍.ବି.ଆଈ.) ନିମ୍ନସୂଚ଼ିତ ନନ–ବ୍ୟାଙ୍କିଙ୍ଗ ଫିନାନ୍ସିଆଲ କମ୍ପାନୀ (ଏନ୍.ବ୍.ଏଫ୍.ସି.)ମାନଙ୍କର ପଂଜିକରଣ ପ୍ରମାଣପତ୍ର ରଦ୍ଦ କରିଛି ।
ଏଥି ସହିତ, ଏହି କମ୍ପାନିମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, 1934 ର ଧାରା 45-1 ର ଉପଧାରା (a) ଅଧିନ ପ୍ରଦତ୍ତ ଆଇନ ଅନୁଯାୟୀ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାର ବ୍ୟବସାୟ କାରବାର କରି ପାରିବେ ନାହିଁ । ଅନିରୁଦ୍ଧ ଯାଦବ ପ୍ରେସ ପ୍ରକାଶନ : 2016-2017/1296 |
प्ले हो रहा है
ଶୁଣନ୍ତୁ
ଏହି ପେଜ୍ ସହାୟକ ଥିଲା କି?