RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78473529

ଶ୍ରୀ ଛତ୍ରପତି ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ, ଏଲ୍.ଟି.ଡି. ପିମ୍ପଲ୍‌ ନିଲାଖ୍-ପୁଣେ, ମହାରାଷ୍ଟ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମା ପୁନଃ ସଂପ୍ରସାରିତ‌।

ଭାରତୀୟ ରିଜର୍ଭ ବ୍ୟାଙ୍କ
ସେପ୍ଟେମ୍ବର ୧୦,୨୦୧୫

ସଞ୍ଚାର ବିଭାଗ, କେନ୍ଦ୍ରୀୟ କାର୍ଯ୍ୟାଳୟ
ଏସ୍‌.ଟି.ଏସ୍‌. ମାର୍ଗ, ମୁମ୍ୱାଇ-୪୦୦୦୦୧

ଶ୍ରୀ ଛତ୍ରପତି ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ, ଏଲ୍.ଟି.ଡି. ପିମ୍ପଲ୍‌ ନିଲାଖ୍-ପୁଣେ, ମହାରାଷ୍ଟ୍ରକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମା ପୁନଃ ସଂପ୍ରସାରିତ‌।

ନିର୍ଦ୍ଦେଶନାମା, ୟୁବିଡି.ସିଓ.ବି.ଏସ୍‌ଡି-୧ କ୍ରମିକ ସଂଖ୍ୟା / ଡି-୦୯/୧୨.୨୨.୪୬୦/୨୦୧୪-୧୫ ଦିନାଙ୍କ ୧୦ ସେପ୍ଟେମ୍ବର ୨୦୧୪ ବଳରେ ଶ୍ରୀ ଛତ୍ରପତି ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍ ଲିମିଟେଡକ, ସେପ୍ଟେମ୍ବର ତା ୧୨,୨୦୧୪ ରିଖରୁ ଛଅମାସ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ଅଧିନରେ ସ୍ଥାନିତ ହୋଇଥିଲା। ଉପରୋକ୍ତ ନିର୍ଦ୍ଦେଶନାମାର ବୈଧତା ମାର୍ଚ୍ଚ ୪,୨୦୧୫ ଆଦେଶ ଅନୁଯାୟୀ ମାର୍ଚ୍ଚ ୧୧ ତାରିଖ ୨୦୧୫ରୁ ୬ ମାସ ପର୍ଯ୍ୟନ୍ତ ପୁନଶ୍ଚ ବୃଦ୍ଧି /ସମ୍ପ୍ରସାରିତ ହୋଇଥିଲା। ଏତଦ୍ୱାରା ଜନସାଧାରଣଙ୍କ ଅବଗତ ନିମନ୍ତେ ଜଣାଇ ଦିଆଯାଉଅଛିକି ଯେ, ସେପ୍ଟେମ୍ବର ୧୦,୨୦୧୪ର ନିର୍ଦ୍ଦେଶନାମା ଏବଂ ନିର୍ଦ୍ଦେଶନାମା, ମାର୍ଚ୍ଚ ୪, ୨୦୧୫ ଦ୍ୱାରା କାର୍ଯ୍ୟ ସମ୍ପାଦନ ସମୟ / ଅବଧିକୁ ପୁନଶ୍ଚ , ସେପ୍ଟେମ୍ବର ୧୦,୨୦୧୫ରେ ବ୍ୟବସାୟ ବନ୍ଦ ହେବା ଦିନଠାରୁ ପରିମାର୍ଜିତ ନିର୍ଦ୍ଦେଶନାମା, ସେପ୍ଟେମ୍ବର ୧,୨୦୧୫ରୁ ତିନିମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଅଛି ଓ ସମୀକ୍ଷାଧିନ ଅଛି। ଅନ୍ୟ ନିବନ୍ଧ ଓ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିଛି। ସେପ୍ଟେମ୍ବର ୧,୨୦୧୫ ନିର୍ଦ୍ଦେଶନାମାରେ ଉପରୋକ୍ତ ପରିମାର୍ଜିନ ଜନସାଧାରଣଙ୍କ ଅବଗତ ନିମନ୍ତେ ଏକକିତା ନକଲ ବ୍ୟାଙ୍କ ପରିସରରେ ପ୍ରଦର୍ଶିତ ହୋଇଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଉପରୋକ୍ତ ପରିମାର୍ଜନା ବ୍ୟାଙ୍କର ଆର୍ଥିକ ଅବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ରୂପେ ରିଜର୍ଭ ବ୍ୟାଙ୍କ ସନ୍ତୁଷ୍ଟ ବୋଲି ଆପଣାଛାଏଁ ବିବେଚନା କରିବା ଉଚିତ୍‌ ନୁହଁ।

ଅଜିତ ପ୍ରସାଦ
ସହାୟକ ମହା ପ୍ରବନ୍ଧକ

ସମ୍ୱାଦ ପ୍ରକାଶିତ/୨୦୧୫-୧୬/୬୪୧

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?