RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78499923

ଇନସେଟ୍ ଅକ୍ଷର ‘R’ ଥିବା 2000 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ

ନଭେମ୍ବର 08, 2016

ଇନସେଟ୍ ଅକ୍ଷର ‘R’ ଥିବା 2000 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ

ଭାରତୀୟ ରିଜର୍ଭ ବ୍ୟାଙ୍କ ଇନସେଟ ଅକ୍ଷର ‘R’ ଥିବା, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣର୍ ଡଃ ଉରଜିତ୍ ଆର୍.ପଟେଲଙ୍କ ଦସ୍ତଖତ ଥିବା ଏବଂ ବ୍ୟାଙ୍କନୋଟର ପଛପଟେ ଛପାବର୍ଷ ‘2016’ ମୁଦ୍ରିତଥିବା ମହାତ୍ମାଗାନ୍ଧୀ (ନୂଆ) ସିରିଜର 2000 ଟଙ୍କିଆ ମୂଲ୍ୟବର୍ଗୀୟ ବ୍ୟାଙ୍କନୋଟ ଖୁବ୍ ଶୀଘ୍ର ପ୍ରଚ଼ଳନ କରିବ ।


ବର୍ତ୍ତମାନ ପ୍ରଚ଼ଳିତ ହେବାକୁ ଥିବା ଏହି 2000 ଟଙ୍କିଆ ବ୍ୟାଙ୍କନୋଟ ନଭେମ୍ବର 08, 2016 ରେ ପ୍ରକାଶିତ ହୋଇଥିବା ପ୍ରେସ୍ ରିଲିଜ୍ ସଂଖ୍ୟା 1144ରେ ଦର୍ଶାଯାଇଥିବା ମହାତ୍ମାଗାନ୍ଧୀ( ନୂଆ) ସିରିଜର 2000 ଟଙ୍କିଆ ବ୍ୟାଙ୍କନୋଟର ଡିଜାଇନ୍ ସଦୃଶ ଅଟେ ।

ନଭେମ୍ବର 08, 2016 ରେ ପ୍ରକାଶିତ ହୋଇଥିବା ପ୍ରେସ୍ ରିଲିଜ୍ ସଂଖ୍ୟା 1144 ପୁର୍ବ ରୁ ପ୍ରଚ଼ଳିତ ହୋଇଥିବା ବ୍ୟାଙ୍କନୋଟ ବିଧିଗ୍ରାହୀ ନୋଟ ଭାବେ ଗ୍ରହଣୀୟ ହେବ ।

ଅଳ୍ପନା କିଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1145

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?