RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

आरबीआई की घोषणाएं
आरबीआई की घोषणाएं

RbiAnnouncementWeb

RBI Announcements
RBI Announcements

Asset Publisher

132652612

ନୂଆଦିଲ୍ଲୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ଦ୍ୱିତୀୟ ଅଫିସ୍ ଖୋଲୁଛି

ନଭେମ୍ବର 01, 2016

ନୂଆଦିଲ୍ଲୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ଦ୍ୱିତୀୟ ଅଫିସ୍ ଖୋଲୁଛି

ନିକଟ ଅତୀତରେ ବ୍ୟାଙ୍କିଙ୍ଗ ନେଟୱାର୍କରେ ଉଲ୍ଲେଖଯୋଗ୍ୟ ବୃଦ୍ଧି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ, ନୂଆଦିଲ୍ଲୀ ଦ୍ୱାରା ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଥିବା ବୃହତ କାର୍ଯ୍ୟ ପରିସରକୁ ବିଚ଼ାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆଦିଲ୍ଲୀଠାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ଦ୍ୱିତୀୟ କାର୍ଯାଲଯ ଅବସ୍ଥାପିତ କରିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ, ନୂଆଦିଲ୍ଲୀସ୍ଥ ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ପ୍ରଥମ କାର୍ଯାଲଯର କାର୍ଯ୍ୟ ପରିସରରେ ଦିଲ୍ଲୀ ଓ ଜାମ୍ମୁ ଏବଂ କାଶ୍ମୀର ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ, ନୂଆଦିଲ୍ଲୀସ୍ଥ ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ଦ୍ୱିତୀୟ କାର୍ଯାଲଯର କାର୍ଯ୍ୟ ପରିସରରେ ହରିୟାଣା (ପଂଚକୁଲା, ଯମୁନା ନଗର ଓ ଅମ୍ବାଲା ଜିଲ୍ଲାକୁ ଛାଡ଼ି ) ଏବଂ ଗାଜିଆବାଦ ଏବଂ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧନଗର ରାଜ୍ୟ ରହିବେ ।

ଅଳ୍ପନା କିଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1079

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?