RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78476838

ଅନ୍ତଃ ସଂଯୋଜିତ ବର୍ଣ ପି ସହ ଭାରତୀୟ ରିଜର୍ଭ ବ୍ୟାଙ୍କର 10 ଟଙ୍କିଆ ନୋଟ ପ୍ରଚଳନ

ଭାରତୀୟ ରିଜର୍ଭ ବ୍ୟାଙ୍କ
ଅକ୍ଟୋବର 14, 2015

ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ
ଏସ.ବି.ଏସ ମାର୍ଗ, ମୁମ୍ବାଇ 400 001

ଅନ୍ତଃ ସଂଯୋଜିତ ବର୍ଣ ପି ସହ ଭାରତୀୟ ରିଜର୍ଭ ବ୍ୟାଙ୍କର 10 ଟଙ୍କିଆ ନୋଟ ପ୍ରଚଳନ

ମହାତ୍ମାଗାନ୍ଧୀ କ୍ରମିକ 2005 ଅନ୍ତର୍ଗତ ଡକ୍ଟର ରଘୁରାମ ରାଜନ, ଗଭର୍ଣର ଦ୍ୱାରା ହସ୍ତାକ୍ଷରିତ 10 ଟଙ୍କିଆ ନୋଟ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତିଶିଘ୍ର ପ୍ରଚଳନ କରିବ । ଏହି ବ୍ୟାଙ୍କ୍ ନୋଟର ଉଭୟ ସଂଖ୍ୟା ତାଲିକାରେ ‘ପି’ ବର୍ଣ ଅନ୍ତଃ ସଂଯୋଜିତ ହୋଇ ରହିବ। ବ୍ୟାଙ୍କ୍ ନୋଟର ପୃଷ୍ଠ ଭାଗରେ ମୁଦ୍ରଣ ବର୍ଷ 2015 ଉପସ୍ଥିତ ରହିବ।

ବର୍ତ୍ତମାନ ପ୍ରଚଳିତ ହେବାକୁ ଥିବା ବ୍ୟାଙ୍କ୍ ନୋଟଗୁଡିକର ଆକୃତି ତ୍ପୂର୍ବରୁ ପ୍ରଚଳିତ ମହାତ୍ମାଗାନ୍ଧୀ କ୍ରମିକ 2005ରେ ଚଳୁଥିବା ବ୍ୟାଙ୍କ୍ ନୋଟ୍ ସହ ସବୁ ଦିଗରୁ ସାଦୃଶ୍ୟତା ରହିବ।

ବ୍ୟାଙ୍କ୍ ଦ୍ୱାରା ତ୍ପୂର୍ବରୁ ପ୍ରଚଳିତ ସମସ୍ତ 10 ଟଙ୍କା ମୂଲ୍ୟ ବର୍ଗର ନୋଟଗୁଡିକର ବିଧିକ ନିବେଦ ଅବ୍ୟାହତ ରହିବ।

ଅଜିତ ପ୍ରସାଦ
ସହାୟକ ମହାପ୍ରବନ୍ଧକ

ସମ୍ବାଦ ପ୍ରକାଶିତ : 2015-2016/903

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?