RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78477868

ଭାରତ ପାକ ଯୁଦ୍ଧର 1965 “ସୁବର୍ଣ୍ମ ଜୟନ୍ତୀ” ସ୍ମୃତି ଉପଲକ୍ଷେ ଭାରତୀୟ ରିଜର୍ଭ ବ୍ୟାଙ୍କର 5 ଟଙ୍କିଆ ମୁଦ୍ରା ପ୍ରଚଳନ

ଭାରତୀୟ ରିଜର୍ଭ ବ୍ୟାଙ୍କ
ସେପ୍ଟେମ୍ବର 03, 2015

ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ
ଏସ.ବି.ଏସ ମାର୍ଗ, ମୁମ୍ବାଇ 400 001

ଭାରତ ପାକ ଯୁଦ୍ଧର 1965 “ସୁବର୍ଣ୍ମ ଜୟନ୍ତୀ” ସ୍ମୃତି ଉପଲକ୍ଷେ ଭାରତୀୟ ରିଜର୍ଭ ବ୍ୟାଙ୍କର 5 ଟଙ୍କିଆ ମୁଦ୍ରା ପ୍ରଚଳନ

ଭାରତ ପାକ ଯୁଦ୍ଧର 1965 ସୁବର୍ଣ୍ମ ଜୟନ୍ତୀ ସ୍ମୃତି ଉପଲକ୍ଷେ ଭାରତ ସରକାଙ୍କ ଦ୍ୱାରା ପ୍ରସ୍ତୁତ 5 ଟଙ୍କିଆ ମୁଦ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳନ ଅଳ୍ପ ସମୟ ମଧ୍ୟରେ ହେବ ।

ମୁଦ୍ରାର ପରିକଳ୍ପନା:

ଉପର ପାର୍ଶ୍ୱରେ: ମଝିରେ ଅଶୋକ ଚକ୍ର ସ୍ତମ୍ଭ ଚୂଡାର ସିଂହ, ‘ସତ୍ୟମେବ ଜୟତେ’ ତଳେ ଲେଖାଥାଇ, ଦେବନାଗରୀ ଲିପିରେ ‘ଭାରତ’ ଶବ୍ଦ ବାମ ପଟରେ, ଦକ୍ଷିଣ ପଟରେ ଇଂରାଜୀରେ ଅଶୋକ ଚକ୍ର ସିଂହ ମୁଣ୍ଡ ତଳେ “”ଏବଂ ଆନ୍ତର୍ଜାତିକ ସଂଖ୍ୟାକ୍ରମରେ ଲିଖିତ 5 ଅଙ୍କିତ ମୂଲ୍ୟ ରହିବ।

ବିପରୀତ ପାର୍ଶ୍ୱରେ: “ଅମର ଜବାନ” ସ୍ମାରକ ସ୍ତମ୍ଭର ପ୍ରତିବିମ୍ବ ସହ କେନ୍ଦ୍ରର ବାମ ଓ ଦକ୍ଷିଣ ଦିଗରେ ଅଲିଭପତ୍ରର ଶାଖାର ନକ୍ସା ଏବଂ ଦେବନାଗରୀ ଲିପିରେ “ବୀରତା ଓ ବଳିଦାନ” ଉପର ବାମ ପ୍ରାନ୍ତରେ ଏବଂ ଦକ୍ଷିଣ ଉପର ପ୍ରାନ୍ତରେ ଇଂରାଜୀରେ “ବୀରତା ଓ ବଳିଦାନ” ଖୋଦିତ ହେବ । କିର୍ତ୍ତୀ ସ୍ତମ୍ଭର ମୂର୍ତ୍ତୀ ତଳେ ବର୍ଷ ‘2015’ ଲୋଖା ହେବ। ଉପର ପ୍ରାନ୍ତରେ ଦେବନାଗରୀ “1965 ମସିହାର ସାମରିକ ଅଭିଯାନର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ” ଏବଂ ନିମ୍ନ ପ୍ରାନ୍ତରେ “ସୁବର୍ଣ୍ମ ଜୟନ୍ତୀ 1965 ଅଭିଯାନ()”, ଇଂରାଜୀରେ ମୁଦ୍ରାର ଉପର ପାର୍ଶ୍ୱରେ ଲିଖିତ ହେବ।

ମୁଦ୍ରା ନିର୍ମାଣ ଅଧିନିୟମ 2011 ର ବ୍ୟବସ୍ଥା ଅନୁସାରେ ଏହି ମୁଦ୍ରାଗୁଡିକ ବୈଧ ନିବେଦ (ଲିଗାଲ ଟେଣ୍ଡର) ହେବେ । ପ୍ରଚଳିତ ଅଙ୍କିତ ମୂଳ୍ୟର ମୁଦ୍ରା ମଧ୍ୟ ବୈଧ ନିବେଦ ଭାବେ ଚାଲୁ ରହିବ।

ଅଲ୍ପନା କିଲାୱାଲା
ପ୍ରଧାନ ମୁଖ୍ୟ ପ୍ରବନ୍ଧକ

ସମ୍ବାଦ ପ୍ରକାଶିତ : 2015-2016/577

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?