RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78490835

୨୦୧୧ ଜନଗଣନା ଭିତ୍ତିରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଶାଖା ଲୋକେଟରର ସାମ୍ପ୍ରତିକୀକରଣ କରୁଛି

ନଭେମ୍ବର 1, 2016

୨୦୧୧ ଜନଗଣନା ଭିତ୍ତିରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଶାଖା ଲୋକେଟରର ସାମ୍ପ୍ରତିକୀକରଣ କରୁଛି

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଶାଖା ଲୋକେଟର –ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଶାଖା / ଅଫିସମାନଙ୍କର ଏକ ସୂଚୀ ସମ୍ବଳିତ ଏହାର ୱେବସାଇଟରେ ଥିବା ଏକ ଲିଂକ ର ସାମ୍ପ୍ରତିକୀକରଣ କରିଛି । ବର୍ତ୍ତମାନ ଏହି ଲିଂକରେ , ଜନଗଣନା 2011 ଆଧାରରେ ସଂଶୋଧିତ ମୂଳ ଜନସଂଖ୍ୟା ସହିତ ବିଭିନ୍ନ ଜନସଂଖ୍ୟାଗତ ଗ୍ରୁପ ଭିତ୍ତିକ ଶାଖା / ଅଫିସମାନଙ୍କର ବିଭକ୍ତିକରଣ ରହିଛି । ଭାରତୀୟ ରିଜର୍ଭବ୍ୟାଙ୍କ ପରିପତ୍ର (ସେପ୍ଟେମ୍ବର 1,2016 ତାରିଖର ଆର୍.ବି .ଆଈ./2016-17/60/ .ବି.ଆର୍.ସଂ.ବି.ଏ.ପ୍.ଡି. ବି.ସି. 12/22.01.001/ 2016-17)ରେ ଉଲ୍ଲେଖ ତଥ୍ୟ ଅନୁଯାୟୀ ଜନଗଣନା 2011 ଭିତ୍ତିରେ କେନ୍ଦ୍ରମାନଙ୍କର ଜନସଂଖ୍ୟା ଗ୍ରୁପ ବିଭକ୍ତିକରଣର ପ୍ରଭାବୀ ତାରିଖ ସେପ୍ଟେମ୍ବର 1, 2016 ଅଟେ ।

ସଦ୍ୟ ( 2011) ତାରିଖରେ ଜନଗଣନା ସୂଚ଼ନା ଆଧାରରେ କେନ୍ଦ୍ରଗୁଡିକର ( ଗ୍ରାମ/ ସହର) ଯେଉଁଠାରେ ଶାଖା / ଅଫିସଗୁଡିକ ଅବସ୍ଥିତ, ଚାରିଗୋଟି ଗ୍ରୁପ୍( ଗ୍ରାମ ଅର୍ଦ୍ଧସହର, ସହର ଏବଂ ମହାନଗର)ରେ ବିଭକ୍ତ. ଶାଖା/ ଲୋକେଟରଗତ ଟେବୁଲରେ ପ୍ରଦତ୍ତ ବର୍ଣିତ ନୋଟ୍ ଏବଂ ଲିଙ୍କ (https://rbi.org.in/scripts/bs viewcontact.aspx?Id=2035) ରେ ଥିବା କେନ୍ଦ୍ର ଚ଼ିହ୍ନଟରେ ବ୍ୟବହୃତ ସବିସ୍ଦୃତ ଦିଗ୍ ଦର୍ଶନକୁ ମଧ୍ୟ ସାମ୍ପ୍ରତିକୀକରଣ କରାଯାଇଛି ।

ରିଜର୍ଭ ବ୍ୟାଙ୍କ , ଶାଖା ପ୍ରାଧିକରଣ ଉପରେ ଏହାର ମାଷ୍ଟର୍ ପରିପତ୍ର ଆଧାରରେ ବ୍ୟାଙ୍କମାନେ ଦେଇଥିବା ସୂଚନା ଭିତ୍ତିରେ ଏହି ତଥ୍ୟ ସଙ୍କଳିତ କରିଛି ।

ଅଳ୍ପନା କିଲାୱାଲ
ପ୍ରମୁଖ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1081

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?