RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78471354

ସୋଭେରେନ ସ୍ୱର୍ଣ ବଣ୍ଡ 2015-16

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ବର 24, 2015

ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ
ଏସ.ବି.ଏସ ମାର୍ଗ, ମୁମ୍ବାଇ 400 001

ସୋଭେରେନ ସ୍ୱର୍ଣ ବଣ୍ଡ 2015-16

ଭାରତ ସରକାରଙ୍କ ପରାମର୍ଶରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତାରିଖ ଅକ୍ଟୋବର 30, 2015 ର ପରିପତ୍ର ସଂଖ୍ୟା 939/14.04.050/2015-16 ଓ ତାରିଖ ନଭେମ୍ବର 04, 2015ର ପରିପତ୍ର ସଂଖ୍ୟା 968/14.04.050/2015-16 ଅନ୍ତର୍ଗତ ସୋଭେରେନ ସ୍ୱର୍ଣ ବଣ୍ଡ 2015-16 ଜାରୀ କରିବା ପାଇଁ ଅଧିସୂଚୀତ କରିଥିଲା । ନଭେମ୍ବର 05 ରୁ ନଭେମ୍ବର 20, 2015 ପର୍ଯ୍ୟନ୍ତ ଗ୍ରାହକତା ନିମନ୍ତେ ପ୍ରଥମ ପର୍ଯ୍ୟାୟ ସୋଭେରେନ ସ୍ୱର୍ଣ ବଣ୍ଡ ପ୍ରଚଳନ କରାଯାଇଛି। ବଣ୍ଡଗୁଡିକ ନଭେମ୍ବର 26, 2015ରେ ଜାରୀ କରିବାକୁ ଥିଲା ।

ବ୍ୟାଙ୍କ ଓ ଡାକଘର ଗୁଡିକରେ ବହୁ ସଂଖ୍ୟକ ଆବବେଦନ ଗ୍ରହଣ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଇ- କୁବେର ବ୍ୟବସ୍ଥାରେ ସହଜ ଅପଲୋଡିଂ କ୍ଷମ କରିବା ପାଇଁ ବିଶେଷତଃ ଡାକଘର ଗୁଡିକ ପାଇଁ ନଭେମ୍ବର 26, 2015 ରୁ ନଭେମ୍ବର 30, 2015କୁ ସୋଭେରେନ ସ୍ୱର୍ଣ ମୁଦ୍ରା ପ୍ରଚଳନ ଦିନ ଘୁଞ୍ଚାଇ ଦିଆଯାାଇଛି ।

ଉପରୋକ୍ତ ପରିପତ୍ରର ଅନ୍ୟ ନିବନ୍ଧନ ଓ ସର୍ତ୍ତ ଅପରିବର୍ତ୍ତିତ ରହିଛି ।

ଅନିରୁଦ୍ଧ ଡି.ଯାଦବ
ସହାୟକ ପ୍ରବନ୍ଧକ

ସମ୍ବାଦ ପ୍ରକାଶିତ : 2015-2016/1236

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?