RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S1

RbiAnnouncementWeb

RBI Announcements
RBI Announcements

RBINotificationSearchFilter

ସର୍ଚ୍ଚ ରିଫାଇନ୍ କରନ୍ତୁ

Search Results

ପ୍ରେସ୍ ପ୍ରକାଶନୀ

  • Row View
  • Grid View
ନଭେମ୍ବର 11, 2016
Enough Cash is Available, RBI reassures; urges Public to exercise Patience and Exchange Notes at Convenience
In a statement issued today, the Reserve Bank of India has said that consequent to the withdrawal of Legal Tender Character of existing ₹ 500 and ₹ 1000 Bank Notes, it has made arrangements to distribute the notes in new ₹ 2000 and other denominations across the country. There is enough cash available with banks and all arrangements have been made to reach the currency notes all over the country. Bank branches have already started exchanging notes since November 10, 2

ନଭେମ୍ବର 10, 2016
Payment Systems (RTGS, NEFT, Cheque Clearing, Repo, CBLO and Call markets) to remain open on Saturday, November 12 and Sunday, November 13, 2016
Consequent to the banks being open for public transactions on Saturday, November 12 and Sunday, November 13, 2016, it has been decided that Payment Systems (RTGS, NEFT, Cheque Clearing, Repo, CBLO and Call markets) shall remain open on Saturday, November 12 and Sunday, November 13, 2016. All participants/member banks are advised to facilitate operations on the above payment systems for their customers on November 12 and 13, 2016 as on regular working days. Banks may g

ନଭେମ୍ବର 09, 2016
ନଭେମ୍ବର 9, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କ ବନ୍ଦ
ନଭେମ୍ବର 8, 2016 ନଭେମ୍ବର 9, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କ ବନ୍ଦ ସାର୍ବଜନୀନ, ଘରୋଇ, ବିଦେଶୀ, ସରକାରୀ, ଆଂଚଳିକ ଗ୍ରାମୀଣ ଏବଂ ସ୍ଥାନୀୟ ବ୍ୟାଙ୍କ ସମେତ ସମସ୍ତ ଅନୁସୂଚିତ ଏବଂ ଅଣଅନୁସୂଚିତ ବ୍ୟାଙ୍କ ସର୍ବସାଧାରଣଙ୍କ ନିମିତ୍ତ ବୁଧବାର ନଭେମ୍ବର 9, 2016 ତାରିଖ ଦିନ ବନ୍ଦ ରହିବ । ଅଳ୍ପନା କିଲାୱାଲ୍ ପ୍ରମୁଖ ପରାମର୍ଶଦାତା ପ୍ରେସ୍ ପ୍ରକାଶନ – 2016-2017/1143

ଶନିବାର, ନଭେମ୍ବର 12 ଏବଂ ରବିବାର, ନଭେମ୍ବର 13, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କଗୁଡ଼ିକ ଖୋଲା ରହିବ
ନଭେମ୍ବର 9, 2016 ଶନିବାର, ନଭେମ୍ବର 12 ଏବଂ ରବିବାର, ନଭେମ୍ବର 13, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ସାର୍ବଜନୀନ,ଘରୋଇ, ବିଦେଶୀ, ସହକରୀ, ଆଂଚଳିକ ଗ୍ରାମୀଣ ଏବଂ ସ୍ଥାନୀୟ ବ୍ୟାଙ୍କ ସମେତ ସମସ୍ତ ଅନୁସୂଚିତ ଏବଂ ଅଣଅନୁସୂଚିତ ବ୍ୟାଙ୍କ ଶନିବାର ନଭେମ୍ବର 12 ଓ ରବିବାର 13, 2016 ତାରିଖରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ନଭେମ୍ବର 12 ଓ 13 ତାରିଖରେ ସମସ୍ତ ବ୍ୟାଙ୍କ ତାଙ୍କର ସମସ୍ତ ଶାଖାକୁ ସବୁପ୍ରକାର କାରବାର ପାଇଁ ସାଧାରଣ କାର୍ଯ୍ୟକାରୀ ଦିନ ଭଳି ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି । ବ୍ୟାଙ୍କମାନେ ଏହି ଦିନଗୁଡ଼ିକରେ ବ୍ୟା

ନଭେମ୍ବର 08, 2016
ମହାତ୍ମାଗାନ୍ଧୀ (ନୂଆ) ସିରିଜରେ ଇନସେଟ୍ ଅକ୍ଷର ‘E’ ଥିବା 500 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚଳନ
ନଭେମ୍ବର 08, 2016 ମହାତ୍ମାଗାନ୍ଧୀ (ନୂଆ) ସିରିଜରେ ଇନସେଟ୍ ଅକ୍ଷର ‘E’ ଥିବା 500 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚଳନ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟର ଉଭୟ ପଟ ନମ୍ବର୍ ପ୍ୟାନେଲରେ ‘E’ ଇନସେଟ ଅକ୍ଷର ଥିବା, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣର୍ ଡଃ ଉରଜିତ୍ ଆର୍.ପଟେଲଙ୍କ ଦସ୍ତଖତ ଥିବା ଏବଂ ବ୍ୟାଙ୍କନୋଟର ପଛପଟେ ଛପାବର୍ଷ ‘2016’ ଓ ସ୍ୱଚ୍ଛ ଭାରତ ଲୋଗୋ ଛପାଥିବା ମହାତ୍ମାଗାନ୍ଧୀ( ନୂଆ) ସିରିଜର 500 ଟଙ୍କିଆ ମୂଲ୍ୟବର୍ଗୀୟ ବ୍ୟାଙ୍କନୋଟ ଖୁବ୍ ଶୀଘ୍ର ପ୍ରଚ଼ଳନ କରିବ । ଏହି ନୂଆ 500 ଟଙ୍କିଆ ବ୍ୟାଙ୍କନୋଟ ରଙ୍ଗ, ଆକାର, ଥିମ୍,ସୁରକ୍ଷା ବେଶିଷ୍ଟ୍ୟର ଅବସ୍ଥିତି ଓ ଡ଼ିଜାଇ

500 ଓ 1000 ଟଙ୍କିଆ ନୋଟର ବିଧିମାନ୍ୟତା ଉଚ୍ଛେଦ - ଭାରତୀୟ ରିଜର୍ଭ ବ୍ୟାଙ୍କର ନୋଟିସ୍
ନଭେମ୍ବର 08, 2016 500 ଓ 1000 ଟଙ୍କିଆ ନୋଟର ବିଧିମାନ୍ୟତା ଉଚ୍ଛେଦ - ଭାରତୀୟ ରିଜର୍ଭ ବ୍ୟାଙ୍କର ନୋଟିସ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନଭେମ୍ବର 8, 2016 ସୁଦ୍ଧା ଜାରୀ କରାଯାଇଥିବା ମହାତ୍ମା ଗାନ୍ଧୀ ସିରିଜର 500 ଓ 1000 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟର ବିଧିମାନ୍ୟତା, ଭାରତ ସରକାରଙ୍କ ନେମ୍ବର 8, 2016 ତାରିଖର ଅଧିସୂଚ଼ନା ସଂଖ୍ୟା 2652 ଦ୍ୱାରା ଉଚ୍ଛେଦ କରାଯାଇଛି । ଭାରତୀୟ ବ୍ୟାଙ୍କନୋଟର ନଲକି କାରବାର ନିୟଂତ୍ରଣ କରିବା, ନଗଦ କଳାଧନ ଗଚ୍ଛିତ କରି ରଖିବା ପ୍ରକ୍ରିୟାକୁ ବିଫଳ କରିବା ଓ ନକଲି ନୋଟ ମାଧ୍ୟମରେ ଆତଙ୍କବାଦକୁ ପାଣ୍ଠି ହ୍ରାସ କରାଇବା ଆବଶ୍ୟକ

2000 ଟଙ୍କିଆ ବ୍ୟାଙ୍କ ନୋଟ୍ ପ୍ରଚଳନ
ନଭେମ୍ବର 8, 2016 2000 ଟଙ୍କିଆ ବ୍ୟାଙ୍କ ନୋଟ୍ ପ୍ରଚଳନ ଭାରତୀୟ ରିଜର୍ଭ ବ୍ୟାଙ୍କ, ମହାତ୍ନା ଗାନ୍ଧୀ (ନୂଆ) ଶୃଂଖଳା ଅନ୍ତର୍ଗତ ବିନା ଇନସେଟ୍ ଅକ୍ଷରର ଡ଼ଃ ଉରଜିତ ଆର୍. ପଟେଲ, ଗଭର୍ଣ୍ଣର୍, ଭାରତୀୟ ରିଜର୍ଭ ବ୍ୟାଙ୍କ ଙ୍କ ଦସ୍ତଖତ ସମ୍ବଳିତ ଓ ପଛପଟେ ମୁଦ୍ରଣବର୍ଷ ‘2016’ ମୁଦ୍ରିତ 2000 ଟଂକା ମୂଲ୍ୟବର୍ଗର ବ୍ୟାଂକନୋଟ୍ ଅତିଶୀଘ୍ର ପ୍ରଚଳନ କରିବ । ଏହି ନୂତନ ମୂଲ୍ୟବର୍ଗର ନୋଟର ପଛପଟେ ଆମ ଦେଶର ପ୍ରଥମ ଆନ୍ତର୍ଗ୍ରାହିକ ମହାକାଶରେ ପ୍ରଥମ ପଦକ୍ଷେପ ମଙ୍ଗଳାୟନର ତଥ୍ୟ ଦର୍ଶାଯାଇଛି । ଏହି ନୋଟର ପୃଷ୍ଠରଙ୍ଗ ଗାଢ଼ ଲାଲ। ଏହି ନୋଟର ଉଭୟ ସାମ୍ନା ଓ ପଛପଟେ ଅନ୍ୟାନ୍ୟ ଡିଜାଇନ୍

ଇନସେଟ୍ ଅକ୍ଷର ‘R’ ଥିବା 2000 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ
ନଭେମ୍ବର 08, 2016 ଇନସେଟ୍ ଅକ୍ଷର ‘R’ ଥିବା 2000 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ ଭାରତୀୟ ରିଜର୍ଭ ବ୍ୟାଙ୍କ ଇନସେଟ ଅକ୍ଷର ‘R’ ଥିବା, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣର୍ ଡଃ ଉରଜିତ୍ ଆର୍.ପଟେଲଙ୍କ ଦସ୍ତଖତ ଥିବା ଏବଂ ବ୍ୟାଙ୍କନୋଟର ପଛପଟେ ଛପାବର୍ଷ ‘2016’ ମୁଦ୍ରିତଥିବା ମହାତ୍ମାଗାନ୍ଧୀ (ନୂଆ) ସିରିଜର 2000 ଟଙ୍କିଆ ମୂଲ୍ୟବର୍ଗୀୟ ବ୍ୟାଙ୍କନୋଟ ଖୁବ୍ ଶୀଘ୍ର ପ୍ରଚ଼ଳନ କରିବ । ବର୍ତ୍ତମାନ ପ୍ରଚ଼ଳିତ ହେବାକୁ ଥିବା ଏହି 2000 ଟଙ୍କିଆ ବ୍ୟାଙ୍କନୋଟ ନଭେମ୍ବର 08, 2016 ରେ ପ୍ରକାଶିତ ହୋଇଥିବା ପ୍ରେସ୍ ରିଲିଜ୍ ସଂଖ୍ୟା 1144ରେ ଦର୍ଶାଯାଇଥିବା ମହାତ୍ମାଗାନ୍ଧୀ( ନୂଆ

ନଭେମ୍ବର 07, 2016
ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି
ନଭେମ୍ବର 07, 2016 ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି ରିଜର୍ଭ ବ୍ୟାଙ୍କରୁ ଶ୍ରୀ ଜି.ମହାଲିଙ୍ଗମଙ୍କର ସ୍ୱେଚ୍ଛାକୃତ ସେବାନିବୃତି ହେତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି । କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଶ୍ରୀ ରାଜେଶ୍ୱର ରାଓ ପରିସଂଖ୍ୟାନ ଓ ସୂଚ଼ନା ପ୍ରବନ୍ଧନ ବିଭାଗ, ଆର୍ଥିକ ବଜାର ପରିଚ଼ାଳନା ବିଭାଗ ଏବଂ ଆର୍ନ୍ତଜାତୀୟ ବିଭାଗ ଦେଖାଶୁଣା କରିବେ । କାର୍ଯ୍ୟନିର୍ବାହୀ ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପୂ

ନଭେମ୍ବର 02, 2016
ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016
ନଭେମ୍ବର 02, 2016 ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016 ନିର୍ଦ୍ଧିଷ୍ଟ ତାରିଖର ଯଥେଷ୍ଟ ପୂର୍ବରୁ ଆୟକର ଦେୟ ପଠାଇବା ନିମନ୍ତେ କରଦାତା ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିବେଦନ କରିଛି । ଏ କଥା ମଧ୍ୟ ଘୋଷଣା କରିଛି ଯେ କରଦାତାମାନେ ବିକଳ୍ପ ପ୍ରଣାଳୀ ଯଥା, ଏଜେନ୍ସି ବ୍ୟାଙ୍କମାନଙ୍କର ଶାଖା ଚ଼ୟନ ଅଥବା ଏହି ବ୍ୟାଙ୍କମାନଙ୍କ ଦ୍ୱାରା ପ୍ରଦତ୍ତ ଅନଲାଇନ୍ ଅର୍ଥପ୍ରଦାନ ଭଳି ସୁବିଧାର ବିନିଯୋଗ କରିପାରିବେ। ଏହାଦ୍ୱାରା ରିଜର୍ଭ ବ୍ୟାଙ୍କର ଅଫିସଗୁଡ଼ିକରେ ଲମ୍ବାଧାଡ଼ିରେ ଛିଡ଼ାହେବ

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

Custom Date Facet

RBIPageLastUpdatedOn

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ଅପ୍ରେଲ 30, 2025