RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S1

RbiAnnouncementWeb

RBI Announcements
RBI Announcements

Know Your Banknotes - SMS/OBD - Banner- Without Links

Know Your Banknotes-SMS-Coin-OBD-Coin

ଏସଏମଏସ - ମୁଦ୍ରା

 

1. ଉଭୟ ମୁଦ୍ରା ପ୍ରତୀକ ସହିତ ଏବଂ ବିନା ମୁଦ୍ରା ପ୍ରତୀକ ସହିତ ସାଥିରେ 10 ଟଙ୍କିଆ ଧାତୁ ମୁଦ୍ରା ଜାରି କରାଯାଇଛି | ଉଭୟ ବୈଧ ଅଟନ୍ତି । ନିର୍ଭୟରେ ତାଙ୍କୁ ଗ୍ରହଣ କରନ୍ତୁ । ଅଧିକ ଜାଣିବା ପାଇଁ, ଆରବିଆଇକୁ 14440 କୁ ମିସଡ କଲ ଦିଅନ୍ତୁ ।
2. Rs, 10 ଧାତୁ ମୁଦ୍ରା, ଉଭୟ 10 ଏବଂ 15 ବିକିରଣ ରେଖା ସାଥିରେ ଜାରି କରାଯାଇଛି । | ଉଭୟ ବୈଧ ଅଟନ୍ତି । ନିର୍ଭୟରେ ତାଙ୍କୁ ଗ୍ରହଣ କରନ୍ତୁ । ଅଧିକ ସୂଚନା ପାଇଁ 14440 କୁ ମିସଡ କଲ ଦିଅନ୍ତୁ ।

 

 

 

ଓବିଡି- ଧାତୁ ମୁଦ୍ରା

 

ଆରବିଆଇକୁ କଲ କରିଥିବାରୁ ଧନ୍ୟବାଦ । ଦୟାକରି ଦୈନନ୍ଦିନ କାରବାରରେ ଦଶ ଟଙ୍କିଆ ଧାତୁ ମୁଦ୍ରା ଗ୍ରହଣ କରିବା ପାଇଁ କୁଣ୍ଠାବୋଧ କରନ୍ତୁ ନାହିଁ ଏବଂ ତା'ର ପ୍ରକୃତତା ବିଷୟରେ ଗୁଜବକୁ ବିଶ୍ଵାସ କରନ୍ତୁ ନାହିଁ ।

ଭାରତ ସରକାରଙ୍କ ମୁଦ୍ରାଶାଳ ଦ୍ୱାରା ନିର୍ମିତ ଧାତୁ ମୁଦ୍ରାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଚଳନ କରିଥାଏ । ଏହି ମୁଦ୍ରାଗୁଡ଼ିକ ସମୟ ସମୟରେ ପ୍ରଚଳନ ହେଇ ଆସୁଛି ଏବଂ ଏଥିରେ ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ମୂଲ୍ୟବୋଧର ବିଭିନ୍ନ ବିଷୟବସ୍ତୁକୁ ପ୍ରତିଫଳିତ କରିବା ପାଇଁ ସ୍ଵତନ୍ତ୍ର ବୈଶିଷ୍ଟ ଏବଂ ଡିଜାଇନ ରହିଛି । ଯେହେତୁ ଧାତୁ ମୁଦ୍ରାଗୁଡ଼ିକ ଅଧିକ ସମୟ ପାଇଁ ପ୍ରଚଳନରେ ରହିଥାଏ, ସମାନ ସମୟରେ ବଜାରରେ ବିଭିନ୍ନ ଡିଜାଇନ୍ ଏବଂ ଆକୃତିର ଧାତୁ ମୁଦ୍ରା ଉପଲବ୍ଧ ହେବା ସଂପୂର୍ଣ୍ଣ ଭାବେ ସମ୍ଭବ । ଉଦାହରଣ ସ୍ୱରୂପ, ସେଠାରେ 2 ଟି ପୃଥକ 10 ଟଙ୍କିଆ ଧାତୁ ମୁଦ୍ରା ଅଛି - ଗୋଟିକରେ ବିକିରଣ ରେଖା ଶୈଳୀ ସହିତ ଟଙ୍କାର ପ୍ରତୀକ ଏବଂ ଅନ୍ୟଟିରେ ଟଙ୍କା ବିନା ପ୍ରତୀକରେ ଅଛି । ଘଟଣା କିମ୍ବା ବ୍ୟକ୍ତିତ୍ୱର ସ୍ମୃତିଚାରଣ ପାଇଁ ମଧ୍ୟ ଧାତୁ ମୁଦ୍ରାକୁ ଇସ୍ୟୁ କରାଯାଇ ଅଛି । ଯଦିଓ ସେମାନେ ଭିନ୍ନ ଦେଖାଯାଉଛନ୍ତି, ସମସ୍ତେ ଆଇନଗତ ଟେଣ୍ଡର ଏବଂ କାରବାର ପାଇଁ ଉପଯୁକ୍ତ । ଅଧିକ ସୂଚନା ପାଇଁ, ଦୟାକରି rbi.org.in.rbi.org.in ରେ ଉପଲବ୍ଧ ପ୍ରେସ ବିଜ୍ଞପ୍ତିକୁ ଦେଖନ୍ତୁ ।

 

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?