ସଂକ୍ଷିପ୍ତ ବିବରଣୀ
 
                         
                ସଂକ୍ଷିପ୍ତ ବିବରଣୀ
ଦୃଷ୍ଟିହୀନ ବ୍ୟକ୍ତିଙ୍କ ଦ୍ଵାରା ଏକ ନୋଟର ମୂଲ୍ୟବର୍ଗ ଚିହ୍ନିବା ପାଇଁ 2 ଟି ସରଳ ସୋପାନ ।
- 
	ମନୀ ଆପକୁ ଡାଉନଲୋଡ କରନ୍ତୁ ଏବଂ ଇଂଷ୍ଟଲ କରନ୍ତୁ 
- 
	ଆପକୁ ଖୋଲନ୍ତୁ ଏବଂ ମୋବାଇଲ ଫୋନର କ୍ୟାମେରାକୁ କରେନ୍ସି ନୋଟ ଆଡ଼କୁ ସୂଚୀତ କରନ୍ତୁ । 
ଆରବିଆଇ ପ୍ରସ୍ତୁତ କରୁଛି ମନୀ ଆପ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ)
ଦୃଷ୍ଟିହୀନ ବ୍ୟକ୍ତିଙ୍କ ସଶକ୍ତ କରଣ .
ମହାତ୍ମା ଗାନ୍ଧୀ ଶ୍ରୁଙ୍ଖଳା ଏବଂ ମହାତ୍ମା ଗାନ୍ଧୀ (ନୂତନ) ଶ୍ରୁଙ୍ଖଳା ବ୍ୟାଙ୍କ ନୋଟଗୁଡିକର ମୂଲ୍ୟବର୍ଗ ଚିହ୍ନଟ କରେ । ହିନ୍ଦୀ ଏବଂ ଇଂରାଜୀରେ ଧ୍ୱନି ସୂଚନା ଏବଂ କମ୍ପନ ମୋଡ ଦ୍ଵାରା ଚିହ୍ନଟ କରେ । ଡାଉନଲୋଡ କରିବା ପରେ, ଇଣ୍ଟରନେଟର ଆବଶ୍ୟକତା ହୋଇ ନଥାଏ ଏବଂ ଅଫଲାଇନ ସ୍ଥିତିରେ କାମ କରେ । ବିନା କୌଣସି ଦେୟରେ ଉଭୟ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ ଆପ ଷ୍ଟୋରରେ ଉପଲବ୍ଧ ।
ନୋଟ ଅସଲି କିମ୍ବା ନକଲି ବୋଲି ମୋବାଇଲ ଆପ୍ଲିକେସନ ପ୍ରାମାଣିକରଣ କରେ ନାହିଁ ।
ମଣି ଆପ୍ ଡାଉନଲୋଡ୍ କରନ୍ତୁ
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai[at]rbi[dot]org[dot]in ରେ ଲେଖନ୍ତୁ
 
					 
					 
	 
									
								 
                            
                         
																						  
																						  
 

 
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                                
                          
                           
                            