ମଣି ଆପ୍ ରେ ଏସଏମଏସ - ଆରବିଆଇ - Reserve Bank of India
ମନୀ ଆପ ସମ୍ପର୍କିତ ଏସଏମଏସ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ)
ଦୃଷ୍ଟିହୀନ ବ୍ୟକ୍ତିଙ୍କ ଦ୍ଵାରା ନୋଟଗୁଡିକର ମୂଲ୍ୟବର୍ଗ ଚିହ୍ନଟ ପାଇଁ, bit.ly/RBI-MANI ରୁ ଆରବିଆଇ ର ମନୀ ଆପ ଡାଉନଲୋଡ୍ କରନ୍ତୁ । ଅଧିକ ଜାଣିବା ପାଇଁ 14440 କୁ କଲ କରନ୍ତୁ ।
ମନୀ ଆପ ସମ୍ପର୍କିତ ଆଇଭିଆରଏସ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ)
ମନୀ (MANI) ଅର୍ଥାତ ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ ଆପ ବିଷୟରେ ଅଧିକ ଜାଣିବା ପାଇଁ ଆରବିଆଇକୁ କଲ କରିଥିବାରୁ ଧନ୍ୟବାଦ । ଏହି ଆପ୍ ଆଣ୍ଡ୍ରଏଡ ପ୍ଲେ ଷ୍ଟୋର ଏବଂ ଆଇଓଏସ ଆପ୍ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରା ଯାଇପାରିବ । ଇଂଷ୍ଟଲ କରିବା ପରେ, ମୋବାଇଲ୍ ଆପ୍ଲିକେସନ ଇଣ୍ଟରନେଟ ଆବଶ୍ୟକ କରେ ନାହିଁ ଏବଂ ଅଫଲାଇନ ମୋଡରେ କାମ କରେ । ସ୍ମାର୍ଟଫୋନ୍ କ୍ୟାମେରାକୁ ମୁଦ୍ରା ନୋଟ ଆଡକୁ ସୂଚାଇ ଏହି ଆପ୍ ବ୍ୟବହାର କରାଯାଇପାରିବ । ମୂଲ୍ୟବର୍ଗ ହିନ୍ଦୀ କିମ୍ବା ଇଂରାଜୀରେ ଘୋଷିତ ହେବ ଏବଂ କମ୍ପନ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରାଯାଇପାରିବ । ତେବେ ଏହି ମୋବାଇଲ ଆପ୍ଲିକେସନ, ଭାରତୀୟ ବ୍ୟାଙ୍କ ନୋଟ ଗୁଡିକର ପ୍ରକୃତତାକୁ ଯାଞ୍ଚ କିମ୍ବା ପ୍ରାମାଣିକରଣ କରେ ନାହିଁ ଏବଂ ତେଣୁ ବ୍ୟବହାରକାରୀଙ୍କ ଠାରୁ ସତର୍କତା ଆଶା କରାଯାଏ ।
ଅଡିଓ
ମନୀ ଆପ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ) ସମ୍ପର୍କିତ ଆଇଭିଆରଏସ ଶୁଣିବା ପାଇଁ କ୍ଲିକ କରନ୍ତୁ । (ହିନ୍ଦୀ ଭାଷା)
ଆଶଙ୍କା ବନାମ ପ୍ରତ୍ୟାଗମ ବା ରିଟର୍ଣ୍ଣ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ । (ଇଂରାଜୀ ଭାଷା)
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ