RbiSearchHeader

Press escape key to go back

Past Searches

Page
Official Website of Reserve Bank of India

RbiAnnouncementWeb

RBI Announcements
RBI Announcements

MANI App - SMS/OBD - Banner- Without Links

MANI App-SMS

ମନୀ ଆପ ସମ୍ପର୍କିତ ଏସଏମଏସ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ)

 

ଦୃଷ୍ଟିହୀନ ବ୍ୟକ୍ତିଙ୍କ ଦ୍ଵାରା ନୋଟଗୁଡିକର ମୂଲ୍ୟବର୍ଗ ଚିହ୍ନଟ ପାଇଁ, bit.ly/RBI-MANI ରୁ ଆରବିଆଇ ର ମନୀ ଆପ ଡାଉନଲୋଡ୍ କରନ୍ତୁ । ଅଧିକ ଜାଣିବା ପାଇଁ 14440 କୁ କଲ କରନ୍ତୁ ।

 

MANI App-IVRS

ମନୀ ଆପ ସମ୍ପର୍କିତ ଆଇଭିଆରଏସ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ)

ମନୀ ଆପ ସମ୍ପର୍କିତ ଆଇଭିଆରଏସ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ)

ମନୀ (MANI) ଅର୍ଥାତ ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ ଆପ ବିଷୟରେ ଅଧିକ ଜାଣିବା ପାଇଁ ଆରବିଆଇକୁ କଲ କରିଥିବାରୁ ଧନ୍ୟବାଦ । ଏହି ଆପ୍ ଆଣ୍ଡ୍ରଏଡ ପ୍ଲେ ଷ୍ଟୋର ଏବଂ ଆଇଓଏସ ଆପ୍ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରା ଯାଇପାରିବ । ଇଂଷ୍ଟଲ କରିବା ପରେ, ମୋବାଇଲ୍ ଆପ୍ଲିକେସନ ଇଣ୍ଟରନେଟ ଆବଶ୍ୟକ କରେ ନାହିଁ ଏବଂ ଅଫଲାଇନ ମୋଡରେ କାମ କରେ । ସ୍ମାର୍ଟଫୋନ୍ କ୍ୟାମେରାକୁ ମୁଦ୍ରା ନୋଟ ଆଡକୁ ସୂଚାଇ ଏହି ଆପ୍ ବ୍ୟବହାର କରାଯାଇପାରିବ । ମୂଲ୍ୟବର୍ଗ ହିନ୍ଦୀ କିମ୍ବା ଇଂରାଜୀରେ ଘୋଷିତ ହେବ ଏବଂ କମ୍ପନ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରାଯାଇପାରିବ । ତେବେ ଏହି ମୋବାଇଲ ଆପ୍ଲିକେସନ, ଭାରତୀୟ ବ୍ୟାଙ୍କ ନୋଟ ଗୁଡିକର ପ୍ରକୃତତାକୁ ଯାଞ୍ଚ କିମ୍ବା ପ୍ରାମାଣିକରଣ କରେ ନାହିଁ ଏବଂ ତେଣୁ ବ୍ୟବହାରକାରୀଙ୍କ ଠାରୁ ସତର୍କତା ଆଶା କରାଯାଏ ।

 

 

SMS/OBD-MANI App - AC

ଅଡିଓ

ମନୀ ଆପ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ) ସମ୍ପର୍କିତ ଆଇଭିଆରଏସ ଶୁଣିବା ପାଇଁ କ୍ଲିକ କରନ୍ତୁ । (ହିନ୍ଦୀ ଭାଷା)

ଅଡିଓ ପ୍ଲେ କରନ୍ତୁ

मनी अर्थात मोबाइल एडेड नोट आईडेंटिफ़ायर एप्लिकेशन के बारें में जानने के लिए आरबीआई में कॉल करने के लिए धन्यवाद। इस एप को एंड्रॉइड प्ले स्टोर और आईओएस एप स्टोर से मुफ्त में डाउनलोड किया जा सकता है। मोबाइल एप्लिकेशन इन्स्टाल करने के बाद इंटरनेट की आवश्यकता नहीं है क्योंकि ये ऑफलाइन मोड में काम करता है। एप्लिकेशन का उपयोग मुद्रा नोट की और स्मार्ट फोन के केमरे को इंगित करके किया जा सकता है जिसके बाद मूल्यवर की घोषणा हिन्दी या अँग्रेजी में की जाती है और कंपन के माध्यम से भी इसे व्यक्त किया जा सकता है। हालांकि मोबाइल एप्लिकेशन भारतीय बैंकनोटों की वास्तविकता की जांच या प्रमाणीकरण नहीं करता है। अतः उपयोगकर्ता से विवेक अपेक्षित है।

ମନୀ ଆପ (ମୋବାଇଲ ସହାୟକ ନୋଟ ଚିହ୍ନଟକାରୀ) ସମ୍ପର୍କିତ ଆଇଭିଆରଏସ ଶୁଣିବା ପାଇଁ କ୍ଲିକ କରନ୍ତୁ ।(ଇଂରାଜୀ ଭାଷା)

ଅଡିଓ ପ୍ଲେ କରନ୍ତୁ

Thankyou for calling RBI. To know more about MANI, that is Mobile Aided Note Identifier app. The app can be downloaded for free from Android Playstore and IOS Appstore. After installation the mobile application does not require internet and works in offline mode. The app can be used by pointing the smart phone camera towards the currency note and the denomination is announced in Hindi or English and can be communicated through vibrations also. This mobile application however does not check or authenticate the genuineness of Indian banknotes and hence user discretion is advised. 

RBI Kehta Hai Quick Links Alphabetical

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?