ଡିଜିଟାଲ୍ ବ୍ୟାଙ୍କିଙ୍ଗ ପାଇଁ ସୁରକ୍ଷା - ଆରବିଆଇ - Reserve Bank of India
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
କାହାକୁ ବି ନିଜ ବିପକ୍ଷରେ ସ୍କୋର କରିବାର ସୁଯୋଗ ଦିଅନ୍ତୁ ନାହିଁ ନିଜର ପାସୱାର୍ଡ, ଓଟିପି, ପିନ, ସିଭିଭି, ୟୁପିଆଇ-ପିନ ଇତ୍ୟାଦି କାହାକୁ ବି ଜଣାନ୍ତୁ ନାହିଁ
- ତୁରନ୍ତ ଆଲର୍ଟ ପାଇବା ପାଇଁ ନିଜର ମୋବାଇଲ ନମ୍ବର ଏବଂ ଇମେଲ ନିଜ ବ୍ୟାଙ୍କରେ ରେଜିଷ୍ଟର କରାନ୍ତୁ
- ନିଜର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା କେବେ ବି ମୋବାଇଲ, ଇମେଲ କିମ୍ବା ପର୍ସରେ ରଖନ୍ତୁ ନାହିଁ
- କେବଳ ଯାଞ୍ଚ ହୋଇଥିବା, ସୁରକ୍ଷିତ ଏବଂ ବିଶ୍ୱାସଯୋଗ୍ୟ ୱେବସାଇଟ ସାହାଯ୍ୟରେ ହିଁ ଅନଲାଇନ ବ୍ୟାଙ୍କିଙ୍ଗ କରନ୍ତୁ
- ସାର୍ବଜନୀକ, ଅସୁରକ୍ଷିତ କିମ୍ବା ମାଗଣା ନେଟୱାର୍କ ଦ୍ୱାରା କରାଯାଇଥିବା ବ୍ୟାଙ୍କିଙ୍ଗରୁ ଦୂରେଇ ରୁହନ୍ତୁ
- ନିୟମିତ ଭାବେ ନିଜର ଅନଲାଇନ ବ୍ୟାଙ୍କିଙ୍ଗ ପାସୱାର୍ଡ ଆଉ ପିନକୁ ବଦଳାନ୍ତୁ
- ନିଜର ଏଟିଏମ କାର୍ଡ, ଡେବିଟ କାର୍ଡ଼, କ୍ରେଡିଟ କାର୍ଡ଼, ପ୍ରିପେଡ କାର୍ଡ଼, ଚୋରି ହୋଇଗଲେ କିମ୍ବା ହଜିଗଲେ, ତାକୁ ତୁରନ୍ତ ବ୍ଲକ କରିଦିଅନ୍ତୁ
ଜିଆଇଏଫ୍
ନିଜର କାର୍ଡକୁ ନିରାପଦରେ ବ୍ୟବହାର କରନ୍ତୁ
ଡିଜିଟାଲ ପେମେଣ୍ଟ କରନ୍ତୁ, ସୁରକ୍ଷିତ ରୁହନ୍ତୁ
ନିଜର ପିନ/ଓଟିପି ଶେୟାର କରନ୍ତୁ ନାହିଁ
କେବଳ ସୁରକ୍ଷିତ ୱେବସାଇଟ/ଆପ ବ୍ୟବହାର କରନ୍ତୁ
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଡିଜିଟାଲ୍ ବ୍ୟାଙ୍କିଙ୍ଗ କୁ ଯାଆନ୍ତୁ
ଆପଣଙ୍କର କରେନ୍ସି ଜାଣନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ସେପ୍ଟେମ୍ବର 19, 2024
ଏହି ପେଜ୍ ସହାୟକ ଥିଲା କି?