ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ଯଦି ଆପଣଙ୍କର KYC ବିବରଣୀରେ ପରିବର୍ତ୍ତନ ହୋଇନାହିଁ,
Re-KYC ପାଇଁ ପତ୍ର / ଅନ୍ଲାଇନ ବ୍ୟାଙ୍କିଙ୍ଗ / ମୋବାଇଲ ବ୍ୟାଙ୍କିଙ୍ଗ / ଏଟିଏମ / ନିଜର ମୋବାଇଲ ନମ୍ବର ମାଧ୍ୟମରେ / ଆପଣଙ୍କ ବ୍ୟାଙ୍କରେ ପଞ୍ଜୀକୃତ ହୋଇଥିବା ଇ-ମେଲ୍ କିମ୍ବା ବିଜ୍ନେସ୍ କରେସ୍ପୋଣ୍ଡେଣ୍ଟ୍ (BCs) ମାଧ୍ୟମରେ ଏକ ସ୍ଟ -ଘୋଷଣା ଦାଖଲ କରନ୍ତୁ ।
ଯଦି ଆପଣଙ୍କର KYC ବିବରଣୀରେ ପରିବର୍ତ୍ତନ ହୋଇଛି,
ଅପଡେଟ୍ ସୂଚନାଯୁକ୍ତ ଯେକୌଣସି ଏକ ଦସ୍ତାବିଜ ପ୍ରଦାନ କରନ୍ତୁ : ଆଧାର / ମତଦାତା ପରିଚୟ ପତ୍ର / NREGA ଜବ୍ କାର୍ଡ / ଡ୍ରାଇଭିଂ ଲାଇସେନ୍ସ / ପାସପୋର୍ଟ / ନ୍ୟାସନାଲ ପପୁଲେସନ୍ ରେଜିଷ୍ଟାର ଦ୍ଵାରା ଜାରି ପତ୍ର ।
ନିଜର ବ୍ୟାଙ୍କର ନିକଟତମ ଶାଖା ଯାଇ ମଧ୍ୟ KYC ଅପଡେଟ୍ କରାଇପାରିବେ ।
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai[at]rbi[dot]org[dot]in ରେ ଲେଖନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆପଣଙ୍କର କରେନ୍ସି ଜାଣନ୍ତୁ
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: