ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ବର୍ତ୍ତମାନ ଠାରୁ, ବ୍ୟାଙ୍କଗୁଡ଼ିକ ସମାନ ଦିନରେ ଚେକ୍ ଗୁଡ଼ିକୁ ପାସ/ ଫେରସ୍ତ କରିବେ। ଗ୍ରାହକଙ୍କୁ ସେହି ଦିନ ହିଁ କ୍ରେଡିଟ୍ ପ୍ରାପ୍ତ ହେବ ।
3 ଜାନୁୟାରୀ, 2026 ଠାରୁ, ବ୍ୟାଙ୍କଗୁଡ଼ିକ 3 ଘଣ୍ଟା ଭିତରେ ଚକ୍ ଗୁଡ଼ିକୁ ପାସ/ଫେରସ୍ତ କରିବେ। ଗ୍ରାହକଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ କ୍ରେଡିଟ୍ ପ୍ରାପ୍ତ ହେବ ।
ଏହାର ଅର୍ଥ କ’ଣ?
- ଶୀଘ୍ର ପାଣ୍ଠି ଉପଲବ୍ଧତା
- ଉନ୍ନତ ସୁବିଧା
- କମ ବିଳମ୍ୱ
ଧ୍ୟାନ ଦେବା ଭଳି କଥା
- ଚେକ୍ ବାଉନ୍ସ ହେବାରୁ ଏଡ଼େଇବା ପାଇଁ ଯଥେଷ୍ଟ ବାଲାନ୍ସ ରଖନ୍ତୁ
ଆରବିଆଇ କହେ...
ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ !
ଅଧିକ ସୂଚନା ପାଇଁ, ନିଜର ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ କିମ୍ୱା 13 ଅଗଷ୍ଟ, 2025 ଦିନାଙ୍କିତ ଆରବିଆଇ ବିଜ୍ଞପ୍ତିକୁ ଦେଖନ୍ତୁ ।
ଫିଡ୍ବ୍ୟାକ ପାଇଁ rbikehtahai@rbi.org.in କୁ ଲେଖନ୍ତୁ
ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ୱର: 99990 41935 / 99309 91935
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai[at]rbi[dot]org[dot]in ରେ ଲେଖନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆପଣଙ୍କର କରେନ୍ସି ଜାଣନ୍ତୁ
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ଡିସେମ୍ବର 20, 2025