RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

RbiAnnouncementWeb

RBI Announcements
RBI Announcements

Limit your loss in Fraudulent Transactions - Banner

Limit Your Loss - Overview - Viewport

ସଂକ୍ଷିପ୍ତ ବିବରଣୀ

ସଂକ୍ଷିପ୍ତ ବିବରଣୀ ସଂକ୍ଷିପ୍ତ ବିବରଣୀ

ସଂକ୍ଷିପ୍ତ ବିବରଣୀ

ଆପଣଙ୍କ ବ୍ୟାଙ୍କ ଖାତାରେ ପ୍ରତାରଣାମୂଳକ କିମ୍ବା ଅନଧିକୃତ ଦେଣନେଣ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୁଅନ୍ତୁ ନାହିଁ ତତକ୍ଷଣାତ ନିଜ ବ୍ୟାଙ୍କକୁ ସୂଚିତ କରନ୍ତୁ

 

  • ବ୍ୟାଙ୍କକୁ ସୂଚିତ କରିବା ପାଇଁ ଆପଣ ଯେତେ ଅଧିକ ସମୟ ନେବେ, କ୍ଷତି ହେବାର ଆଶଂକା ସେତେ ଅଧିକ ରହିବ
  • ଯଦି ଆପଣଙ୍କର ଅବହେଳା କାରଣରୁ ପ୍ରତାରଣାମୂଳକ ଦେଣନେଣ ହେଇଛି, ତେବେ ବ୍ୟାଙ୍କକୁ ସୂଚିତ କରିବା ପର୍ଯ୍ୟନ୍ତ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ
  • ଯେତେବେଳେ ଆପଣ ବ୍ୟାଙ୍କକୁ ସୂଚିତ କରୁଛନ୍ତି, ନିଜ ବ୍ୟାଙ୍କକୁ ଏକ ସ୍ୱୀକୃତିପତ୍ର ଦେବା ପାଇଁ କୁହନ୍ତୁ । ବ୍ୟାଙ୍କକୁ 90 ଦିନ ଭିତରେ ଆପଣଙ୍କର ଅଭିଯୋଗର ସମାଧାନ କରିବାକୁ ପଡ଼ିବ
  • ପ୍ରତାରଣାମୂଳକ ଦେଣନେଣ ବିବାଦରେ ସୂଚିତ କରିବା ପାଇଁ ସର୍ବଦା ନିଜ ବ୍ୟାଙ୍କର ସବିଶେଷ ଯୋଗାଯୋଗ ବିବରଣୀ ସହଜରେ ମିଳିବା ଭଳି ନିଜ ପାଖରେ ରଖନ୍ତୁ

Search Results

ଆରବିଆଇ ଡିଜିଟାଲ୍ ଲିମିଟେଡ୍ ଲାଏବିଲିଟି - ହିନ୍ଦୀ MP4

ଆରବିଆଇ ଡିଜିଟାଲ୍ ଲିମିଟେଡ୍ ଲାଏବିଲିଟି - ହିନ୍ଦୀ MP4

RBI ଲିମିଟେଡ୍ ଲାଏବିଲିଟି ଓଡ଼ିଆ

RBI ଲିମିଟେଡ୍ ଲାଏବିଲିଟି ଓଡ଼ିଆ

ପୋଷ୍ଟର୍

ପୋଷ୍ଟର୍

ପୋଷ୍ଟର୍

ପୋଷ୍ଟର୍

Limit your loss in Fraudulent Transactions SMS/OBD - Link

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ଡିସେମ୍ବର 30, 2023

ଏହି ପେଜ୍ ସହାୟକ ଥିଲା କି?