ରିସ୍କ ବନାମ ରିଟର୍ନ - ଆରବିଆଇ - Reserve Bank of India
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ଅଧିକ ଏବଂ ତୁରନ୍ତ ରିଟର୍ନ ସ୍କିମଗୁଡ଼ିକ ବିପଦଜନକ ହୋଇପାରେ । ନିଜର ଧନରାଶିକୁ ବୁଦ୍ଧିମାନର ସହ ନିବେଶ କରନ୍ତୁ!
- ଯୋଜନାକୁ ଅଫର କରୁଥିବା ସଂସ୍ଥାର ପୃଷ୍ଠଭୂମି ଏବଂ କାର୍ଯ୍ୟପ୍ରକ୍ରିୟାକୁ ପୂର୍ଣ୍ଣରୂପରେ ଯାଂଚ କରନ୍ତୁ । ନିୟମ ଓ ସର୍ତ୍ତାବଳୀକୁ ସଠିକ ଭାବରେ ପଢ଼ନ୍ତୁ ।
- ବେଆଇନ ଭାବରେ ଧନରାଶି ଗ୍ରହଣ କରିବା କିମ୍ବା ଜମା କରିଥିବା ଧନରାଶିକୁ ନ ଫେରାଇବା କ୍ଷେତ୍ରରେ ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିବା ଏବଂ ଏହାକୁ ଟ୍ରାକ କରିବା ପାଇଁ www.sachet.rbi.org.in ୱେବସାଇଟ ଦେଖନ୍ତୁ ।
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆପଣଙ୍କର କରେନ୍ସି ଜାଣନ୍ତୁ
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ସେପ୍ଟେମ୍ବର 19, 2024
ଏହି ପେଜ୍ ସହାୟକ ଥିଲା କି?