RbiSearchHeader

Press escape key to go back

Past Searches

Page
Official Website of Reserve Bank of India

RbiAnnouncementWeb

RBI Announcements
RBI Announcements

Risk Vs Returns - SMS/OBD - Banner- Without Links

Risk Vs Returns- SMS

ଅନିଶ୍ଚୟ ଆଶଙ୍କା ବନାମ ପ୍ରତ୍ୟାଗମ ବା ରିଟର୍ଣ୍ଣ ସମ୍ପର୍କିତ ଏସଏମଏସ

 

ଦୃତ ଏବଂ ଅଧିକ ରିଟର୍ନ ସ୍କିମ୍? ଏହା ବିପଦଜନକ ହୋଇପାରେ ! ଯଦି କୌଣସି ସତ୍ତା ଜମା ପରିଶୋଧ କରିବାରେ ଡିଫଲ୍ଟ ହୁଅନ୍ତି ତେବେ www.sachet.rbi.org.in ରେ ଅଭିଯୋଗ କରନ୍ତୁ । ଅଧିକ ଜାଣିବାକୁ, 14440 କୁ କଲ କରନ୍ତୁ ।

Risk Vs Returns- IVRS

ଅନିଶ୍ଚୟ ଆଶଙ୍କା ବନାମ ଫେରସ୍ତ ସମ୍ପର୍କିତ ଆଇଭିଆରଏସ

ଅନିଶ୍ଚୟ ଆଶଙ୍କା ବନାମ ଫେରସ୍ତ ସମ୍ପର୍କିତ ଆଇଭିଆରଏସ

ଆରବିଆଇକୁ କଲ କରିଥିବାରୁ ଧନ୍ୟବାଦ | ଅଧିକ ପ୍ରତ୍ୟାଗମ ବା ରିଟର୍ଣ୍ଣ ଦେବାର ପ୍ରତିଜ୍ଞା କରୁଥିବା ଅନଲାଇନ ଜମା ଯୋଜନା ଦ୍ୱାରା ପ୍ରଲୋଭିତ ହୁଅନ୍ତୁ ନାହିଁ । ସେଗୁଡିକ ବିପଦପୂର୍ଣ୍ଣ ହୋଇପାରେ ଏବଂ କ୍ଷତି ଘଟାଇପାରେ, ଏପରିକି ବିନିଯୋଗ ହୋଇଥିବା ଅର୍ଥର ମୂଳପୋଛ କରି ଦେଇପାରେ । ଏହି ପ୍ରକାର ଯୋଜନାରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ କାରଣ ଏହା ଏକ ଜାଲିଆତି ହୋଇପାରେ ଏବଂ ପ୍ରୋତ୍ସାହକମାନେ ଆପଣଙ୍କର କଷ୍ଟ ଉପାର୍ଜିତ ଟଙ୍କା ସଂଗ୍ରହ କରିବା ପରେ ଅଦୃଶ୍ୟ ହୋଇ ଯାଇ ପାରନ୍ତି । କୌଣସି ସ୍କିମ୍ ଅନ୍ତର୍ଗତ ନିଆଯାଇଥିବା ଡିପୋଜିଟ ଟଙ୍କା କିମ୍ବା ଜମା ଟଙ୍କା ଫେରସ୍ତରେ ଡିଫଲ୍ଟ ହୋଇଥିବା କୌଣସି ସତ୍ତା ବିରୁଦ୍ଧରେ ସୂଚନା ରିପୋର୍ଟ କରିବା କିମ୍ବା ଅଭିଯୋଗ କରିବା ପାଇଁ www.sachet.rbi.org.in ଭିଜିଟ କରନ୍ତୁ । ଆରବିଆଇ, ସେବି, ଆଇଆରଡିଏ ପିଏଫଆରଡିଏ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ସତ୍ତା ଗୁଡ଼ିକର ତାଲିକା www.sachet.rbi.org.in ରେ ଉପଲବ୍ଧ |

SMS/OBD-Risk VS Return - AC

ଅଡିଓ

ଅନିଶ୍ଚୟ ଆଶଙ୍କା ବନାମ ପ୍ରତ୍ୟାଗମ ବା ରିଟର୍ଣ୍ଣ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ହିନ୍ଦୀ ଭାଷା)

ଅଡିଓ ପ୍ଲେ କରନ୍ତୁ

ଅନିଶ୍ଚୟ ଆଶଙ୍କା ବନାମ ପ୍ରତ୍ୟାଗମ ବା ରିଟର୍ଣ୍ଣ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ଇଂରାଜୀ ଭାଷା)

ଅଡିଓ ପ୍ଲେ କରନ୍ତୁ

RBI Kehta Hai Quick Links Alphabetical

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?