ନୋମିନେସନ୍ ଏବଂ ସେଟଲମେଣ୍ଟ - ଆରବିଆଇ - Reserve Bank of India
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ନିଜର ବ୍ୟାଙ୍କ ଖାତାରେ ନୋମିନିଙ୍କ ନାମ ନିଶ୍ଚୟ ରେଜିଷ୍ଟର କରାନ୍ତୁ ନାମାଙ୍କନ କାରଣରୁ ମୃତକ ଜମାକର୍ତ୍ତା(ମାନଙ୍କ) ଦାବୀକୁ ପୂରଣ କରିବା ସହଜ ହୋଇଥାଏ
- ବ୍ୟାଙ୍କକୁ ମୃତକ ଜମାକର୍ତ୍ତା(ମାନଙ୍କ) ଦାବୀକୁ ପୂରଣ କରିବା, ଦାବୀର ସୂଚନା ମିଳିବା ଦିନଠାରୁ 15 ଦିନ ଭିତରେ କରିବାକୁ ହେବ*
- ସଂଯୁକ୍ତ ଜମାଖାତା ହୋଇଥିବା ସ୍ଥିତିରେ, ଖାତାଧାରକ ମାନଙ୍କ ମୃତ୍ୟୁ ପରେ ହିଁ ନୋମିନିର ଅଧିକାର ମାନ୍ୟ ହେବ
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆପଣଙ୍କର କରେନ୍ସି ଜାଣନ୍ତୁ
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ଏହି ପେଜ୍ ସହାୟକ ଥିଲା କି?