RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S3

RbiAnnouncementWeb

RBI Announcements
RBI Announcements

Know Your Banknotes - Banner

Know Your Banknotes - Overview Viewport

ସଂକ୍ଷିପ୍ତ ବିବରଣୀ

ସଂକ୍ଷିପ୍ତ ବିବରଣୀ ସଂକ୍ଷିପ୍ତ ବିବରଣୀ

ସଂକ୍ଷିପ୍ତ ବିବରଣୀ

  • ମୁଦ୍ରା ନୋଟଗୁଡିକ ଦେଶର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ସ୍ୱାଧୀନତା ପାଇଁ ତା'ର ସଂଗ୍ରାମ ଏବଂ ଏକ ରାଷ୍ଟ୍ର ଭାବରେ ଗର୍ବିତ ସଫଳତାକୁ ପ୍ରତିଫଳିତ କରିଥାଏ ।
  • ଦେଶର ସାଂସ୍କୃତିକ ଐତିହ୍ୟକୁ ଆହୁରି ସ୍ପଷ୍ଟ ଏକ ପରିଚୟ ଦେବା ସହିତ ଦେଶର ବୈଜ୍ଞାନିକ ଅଗ୍ରଗତି ପ୍ରଦର୍ଶନ କରିବା ଉଦ୍ଦେଶ୍ୟକୁ ଆଖିରେ ରଖି ଏକ ନୂତନ ଡିଜାଇନରେ ଏକ ନୂତନ ନୋଟ ଶୃଙ୍ଖଳାର ଶୁଭାରମ୍ବ ହେଉଛି ।
  • ନୂତନ ଡିଜାଇନର ବ୍ୟାଙ୍କ ନୋଟ ଗୁଡିକ, ବର୍ତ୍ତମାନର ମହାତ୍ମା ଗାନ୍ଧୀ ଶୃଙ୍ଖଳାର ବ୍ୟାଙ୍କ ନୋଟ ଗୁଡିକଠାରୁ ରଙ୍ଗ, ଆକାର ଏବଂ ବିଷୟବସ୍ତୁ ଠାରୁ ଭିନ୍ନ । ନୂତନ ଶୃଙ୍ଖଳାର ନୋଟଗୁଡିକର ବିଷୟବସ୍ତୁ ହେଉଛି ଭାରତର ଐତିହ୍ୟ ସ୍ଥଳ ।
  • ଏହି ନୋଟଗୁଡିକରେ ସଂଯୁକ୍ତ ଅନ୍ୟ କେତେକ ନୂତନ ଉପାଦାନଗୁଡ଼ିକ ହେଉଛି ଦେବନାଗରୀରେ ସଂଖ୍ୟା ଏବଂ ସ୍ଵଚ୍ଛ ଭାରତର ଲୋଗୋ । ନୂତନ ନୋଟ ଗୁଡିକରେ ଅଗଣିତ ଏବଂ ଜଟିଳ ରୂପ ଏବଂ ଆକୃତିର ଡିଜାଇନ ଉପାଦାନ ମଧ୍ୟ ଅଛି ।
  • ବର୍ତ୍ତମାନର ବ୍ୟାଙ୍କ ନୋଟଗୁଡିକର ସୁରକ୍ଷା ବୈଶିଷ୍ଟ୍ୟ, ଯେପରିକି ୱାଟର ମାର୍କ, ସିକ୍ୟୁରିଟି ଥ୍ରେଡ୍, ମୂଲ୍ୟବର୍ଗୀୟ ସଂଖ୍ୟାର ଲୁକ୍କାୟିତ ଚିତ୍ର, ରଙ୍ଗ ବଦଳୁଥିବା ସ୍ୟାହିରେ ମୂଲ୍ୟବର୍ଗୀୟ ସଂଖ୍ୟା, ନମ୍ବର ପ୍ୟାନେଲ୍, ସି ଥୃ ରେଜିଷ୍ଟର, ଇଲେକଟ୍ରୋ -ଟାଇପ, ବ୍ଲିଡ ଲାଇନ ଇତ୍ୟାଦି ପୂର୍ବ ପରି ରହିଥିବା ସହ, ନୂତନ ଡିଜାଇନ ନୋଟରେ ସେମାନଙ୍କର ଆପେକ୍ଷିକ ସ୍ଥିତି ବଦଳିଯାଇ ଥାଇପାରେ ।

Know Your Banknotes - Banknotes

Know Your Banknotes-SMS/OBD Link

RBI Kehta Hai Quick Links Alphabetical

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?