ଅନଧିକୃତ ଇଲେକଟ୍ରୋନିକ ବ୍ୟାଙ୍କିଙ୍ଗ ଦେଣନେଣରେ ଗ୍ରାହକଙ୍କ ଉତ୍ତରଦାୟୀତ୍ତ୍ଵ ସମ୍ପର୍କିତ ଏସଏମଏସ
ଆପଣଙ୍କ ବ୍ୟାଙ୍କ ଖାତାରେ ଠକାମି ବା ଜାଲିଆତି ଦେଣନେଣ ହେଉଛି କି? କ୍ଷତିକୁ ସୀମିତ କରନ୍ତୁ । ନିଜର ବ୍ୟାଙ୍କକୁ ତୁରନ୍ତ ସୂଚିତ କରନ୍ତୁ । ଅଧିକ ସୂଚନା ପାଇଁ 14440 ରେ ଏକ ମିସ୍ଡ଼ କଲ ଦିଅନ୍ତୁ ।
 
                    ଅନଧିକୃତ ଇଲେକଟ୍ରୋନିକ ବ୍ୟାଙ୍କିଙ୍ଗ ଦେଣନେଣରେ ଗ୍ରାହକଙ୍କ ଉତ୍ତରଦାୟୀତ୍ତ୍ଵ ସମ୍ପର୍କିତ ଆଇଭିଆରଏସ
ଆପଣଙ୍କ ବ୍ୟାଙ୍କ ଖାତାରୁ ଯଦି କେହି ଠକାମୀ କରି ଟଙ୍କା ଉଠାଇଛନ୍ତି, ତୁରନ୍ତ ନିଜର ବ୍ୟାଙ୍କକୁ ସୂଚିତ କରନ୍ତୁ । ବ୍ୟାଙ୍କକୁ ସୂଚିତ କରିବା ସମୟରେ, ଆପଣଙ୍କ ବ୍ୟାଙ୍କରୁ ସ୍ୱୀକୃତିପତ୍ର ନେବାକୁ ମନେରଖନ୍ତୁ । ରସିଦ ପ୍ରାପ୍ତ ହେବା ତାରିଖ ଠାରୁ 90 ଦିନ ମଧ୍ୟରେ ବ୍ୟାଙ୍କକୁ ଆପଣଙ୍କ ଅଭିଯୋଗର ସମାଧାନ କରିବାକୁ ପଡିବ ।
ଯଦି ଆପଣଙ୍କର ଅବହେଳା ଅର୍ଥାତ ଆପଣଙ୍କର ପାସୱାର୍ଡ, ପିନ, ଓଟିପି ଇତ୍ୟାଦି ଅନ୍ୟ ସହ ଶେୟାର କରିବା କାରଣରୁ ଏହି ଦେଣନେଣ ଘଟିଛି, ତେବେ ନିଜର ବ୍ୟାଙ୍କକୁ ଏହାର ରିପୋର୍ଟ ନ କରିବା ପର୍ଯ୍ୟନ୍ତ ଆପଣଙ୍କୁ କ୍ଷତି ସହିବାକୁ ପଡିବ | ଯଦି ଆପଣ ବ୍ୟାଙ୍କକୁ ଜଣାଇବା ପରେ ମଧ୍ୟ ଏହି ଜାଲିଆତି ଦେଣନେଣ ଜାରି ରହେ, ତେବେ ଆପଣଙ୍କ ବ୍ୟାଙ୍କକୁ ସେହି ରାଶି ଭରଣା କରିବାକୁ ପଡିବ । ଯଦି ଆପଣ ରିପୋର୍ଟିଂରେ ବିଳମ୍ବ କରନ୍ତି, ତେବେ ଆପଣଙ୍କର କ୍ଷତି ବୃଦ୍ଧି ପାଇବ ଏବଂ ଆରବିଆଇ ନିର୍ଦ୍ଦେଶାବଳୀ ଏବଂ ଆପଣଙ୍କ ବ୍ୟାଙ୍କ ବୋର୍ଡ ଦ୍ୱାରା ଅନୁମୋଦିତ ନୀତି ଆଧାରରେ ଏହା ସ୍ଥିର ହେବ ।
ଅଡିଓ
ଅନଧିକୃତ ଇଲେକଟ୍ରୋନିକ ବ୍ୟାଙ୍କିଙ୍ଗ ଦେଣନେଣରେ ଗ୍ରାହକଙ୍କ ଉତ୍ତରଦାୟୀତ୍ତ୍ଵ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ହିନ୍ଦୀ ଭାଷା)
ଅନଧିକୃତ ଇଲେକଟ୍ରୋନିକ ବ୍ୟାଙ୍କିଙ୍ଗ ଦେଣନେଣରେ ଗ୍ରାହକଙ୍କ ଉତ୍ତରଦାୟୀତ୍ତ୍ଵ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ଇଂରାଜୀ ଭାଷା)
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai[at]rbi[dot]org[dot]in ରେ ଲେଖନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆପଣଙ୍କର କରେନ୍ସି ଜାଣନ୍ତୁ
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:
 
					 
					 
	 
									
								 
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                         
                                
                          
                           
                             
            
        