RbiSearchHeader

Press escape key to go back

Past Searches

Page
Official Website of Reserve Bank of India

RbiAnnouncementWeb

RBI Announcements
RBI Announcements

Senior Citizen Banking Facilities - SMS/OBD - Banner- Without Links

Senior Citizen Banking Facilities-IVRS

ବରିଷ୍ଠ ନାଗରିକ ମାନଙ୍କ ପାଇଁ ସୁବିଧା ସମ୍ପର୍କିତ ଆଇଭିଆରଏସ

ବରିଷ୍ଠ ନାଗରିକ ମାନଙ୍କ ପାଇଁ ସୁବିଧା ସମ୍ପର୍କିତ ଆଇଭିଆରଏସ

ଆପଣ ଜାଣନ୍ତି କି ଯେ ଯଦି ଆପଣଙ୍କର ବୟସ 70 ବର୍ଷରୁ ଅଧିକ ଅଟେ, ତେବେ ଆପଣ ନିଜ ଘରୁ କେତେକ ନିର୍ଦ୍ଧିଷ୍ଟ ମୌଳିକ ବ୍ୟାଙ୍କିଙ୍ଗ କାରବାର କାର୍ଯ୍ୟ କରିପାରିବେ ? ବ୍ୟାଙ୍କ ଆପଣଙ୍କ ଘରୁ ଟଙ୍କା କିମ୍ବା ଚେକ ସଂଗ୍ରହ କରିବାର ବ୍ୟବସ୍ଥା କରିବ, ଯେଉଥି ପାଇଁ ଆପଣଙ୍କୁ ପ୍ରାପ୍ତ ରସିଦ ଦିଆଯିବ । ଆଉ ମଧ୍ୟ ଆପଣଙ୍କ ଖାତାରୁ ନଗଦ ଆହରଣ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ଦ୍ଵାରା ଆହରିତ ରାଶି ଆପଣଙ୍କୁ ପ୍ରଦାନ କରିବ । ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଘରେ ବସି ନିଜର କେୱାଇସି କାଗଜପତ୍ର ଏବଂ ଜୀବନ ପ୍ରମାଣପତ୍ର ମଧ୍ୟ ବ୍ୟାଙ୍କରେ ଜମା କରିପାରିବେ । ନିଜର ମଣ୍ଡଳୀ ଦ୍ଵାରା ସ୍ବୀକୃତ ପଲିସୀ ଆଧାରରେ ବ୍ୟାଙ୍କ ଆପଣଙ୍କ ଠାରୁ ପ୍ରତିବଦଳରେ କିଛି ମୂଲ୍ୟ ନେଇ ପାରେ, ତେବେ ବରିଷ୍ଠ ନାଗରିକ ମାନଙ୍କୁ ବିନା ଶୁଳ୍କରେ କେତେକ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ନାଗରିକ ମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ଜନିତ ଆରବିଆଇ ନିର୍ଦ୍ଦେଶ ବାବଦରେ ଅଧିକ ଜାଣିବା ପାଇଁ ଭିଜିଟ କରନ୍ତୁ www.rbi.org.in/seniorcitizens

SMS/OBD-Senior Citizen Banking Facilities- AC

ଅଡିଓ

ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ହିନ୍ଦୀ ଭାଷା)

ଅଡିଓ ପ୍ଲେ କରନ୍ତୁ

ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ଇଂରାଜୀ ଭାଷା)

ଅଡିଓ ପ୍ଲେ କରନ୍ତୁ

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?