RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S3

RbiAnnouncementWeb

RBI Announcements
RBI Announcements

BSBD Account with No Minimum Balance - SMS/OBD - Banner- Without Links

SMS on BSBDA

ବିଏସବିଡିଏ ସମ୍ପର୍କିତ ଏସଏମଏସ

 

କ'ଣ ଆପଣ ନିଜ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ଚାହୁଁନାହାଁନ୍ତି ଏବଂ ଗୋଟିଏ ମାସରେ ଚାରିରୁ ଅଧିକ ଡେବିଟ୍ସ ପାଇଁ ଇଚ୍ଛୁକ ନୁହନ୍ତି ? ତେବେ ଏକ ବିଏସବିଡି ଖାତା ଖୋଲନ୍ତୁ । ଅଧିକ ଜାଣିବା ପାଇଁ,144 କୁ ଏକ ମିସ୍ଡ କଲ ଦିଅନ୍ତୁ ।

IVRS on BSBDA

ବିଏସବିଡିଏ ସମ୍ପର୍କିତ ଆଇଭିଆରଏସ

ବିଏସବିଡିଏ ସମ୍ପର୍କିତ ଆଇଭିଆରଏସ

ଆରବିଆଇ କୁ କଲ କରିଥିବାରୁ ଧନ୍ୟବାଦ । କ'ଣ ଆପଣ ନିଜ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ଚାହୁଁନାହାଁନ୍ତି ଏବଂ ଗୋଟିଏ ମାସରେ ଚାରିରୁ ଅଧିକ ଥର ଟଙ୍କା ବାହାର କରିବା ପାଇଁ ଇଚ୍ଛୁକ ନୁହନ୍ତି? ତେବେ ଏକ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା ଖୋଲନ୍ତୁ । ଆପଣଙ୍କୁ ଏଠାରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । ଏହା ଏକ ନିୟମିତ ସଞ୍ଚୟ ବ୍ୟାଙ୍କ ଖାତା ଭଳି କାମ କରେ- କେବଳ ଏଥିରେ କିଛି ସୀମା ଅଛି । ଉଦାହରଣ ସ୍ୱରୂପ, ଆପଣ ଗୋଟିଏ ମାସରେ ଖାତାରୁ ସର୍ବାଧିକ ଚାରିଥର ଟଙ୍କା ବାହାର କରିପାରିବେ, ନିଃଶୁଳ୍କ, ଯେ କୌଣସି ମାଧ୍ୟମ ଯଥା ଏନଇଏଫଟି/ ଚେକ୍ କ୍ଲିଅରିଙ୍ଗ/ ଇଏମଆଇ ଇତ୍ୟାଦି ଜରିଆରେ । ଆଉ ମଧ୍ୟ, ଆପଣ ସମାନ ବ୍ୟାଙ୍କରେ ଆପଣଙ୍କର ବିଏସବିଡି ଖାତା ଏବଂ ଅନ୍ୟ ସଞ୍ଚୟ ବ୍ୟାଙ୍କ ଖାତା ଖୋଲିପାରିବେ ନାହିଁ । ଅଧିକ ଜାଣିବା ପାଇଁ, ଆରବିଆଇ ୱେବସାଇଟରେ 'ବିଏସବିଡି ଖାତା ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ' ପଢନ୍ତୁ ।

SMS/OBD-BSBD Account with No Minimum Balance - AC

ଅଡିଓ

ବିଏସବିଡିଏ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ହିନ୍ଦୀ ଭାଷା)

ଅଡିଓ ପ୍ଲେ କରନ୍ତୁ

ବିଏସବିଡିଏ ସମ୍ପର୍କିତ ଏସଏମଏସ ଶୁଣିବା ପାଇଁ କ୍ଲିକ କରନ୍ତୁ (ଇଂରାଜୀ ଭାଷା)

ଅଡିଓ ପ୍ଲେ କରନ୍ତୁ

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?