RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

RbiAnnouncementWeb

RBI Announcements
RBI Announcements

Fraud Emails - SMS/OBD - Banner- Without Links

Fraud Emails - SMS/OBD

ଆରବିଆଇ ସତର୍କତା ସମ୍ପର୍କିତ ଏସଏମଏସ

 

1. ବିପୁଳ ପରିମାଣର ରାଶି ପାଇବା ପାଇଁ ପ୍ରତିବଦଳରେ ଦେୟ କିମ୍ବା ଶୁଳ୍କ ଦିଅନ୍ତୁ ନାହିଁ । ଆରବିଆଇ / ଆରବିଆଇ ଗଭର୍ଣ୍ଣର / ସରକାର ଏପରି ଇମେଲ / ଏସଏମଏସ / କଲ କେବେ ବି ପଠାନ୍ତି ନାହିଁ । ଅଧିକ ସୂଚନା ପାଇଁ, 8691960000 କୁ ଏକ ମିସ କଲ ଦିଅନ୍ତୁ ।
2. ଯଦି ଆପଣ ଆରବିଆଇ / ସରକାରୀ ସଂସ୍ଥା ତରଫରୁ ଲଟେରୀ ଜିତିବା କିମ୍ବା ଶସ୍ତାରେ ପାଣ୍ଠି ପାଇବାର ପ୍ରସ୍ତାବ ବା ଅଫର ପାଆନ୍ତି, ତେବେ https://sachet.rbi.org.in/Complaints/Add ରେ ଅଭିଯୋଗ କରନ୍ତୁ ।

 

 

ଆରବିଆଇ ସତର୍କତା ସମ୍ପର୍କିତ ଓବିଡି

 

ଠକମାନେ ପ୍ରତିଥର ଆପଣଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଖୋଜନ୍ତି । ବେଳେବେଳେ ସେମାନେ ଆପଣଙ୍କୁ ଲଟେରୀ ଜିତିବା ଅର୍ଥ ପାଇବା ପାଇଁ ରିଜର୍ଭ ବ୍ୟାଙ୍କରେ ଟଙ୍କା ଜମା କରିବାକୁ କହିବେ କିମ୍ବା ବେଳେବେଳେ ସେମାନେ ଆପଣଙ୍କ ପାଇଁ ଆସିଥିବା କିଛି ସାମଗ୍ରୀ ମୁକ୍ତ କରିବା ପାଇଁ କଷ୍ଟମ ଡ୍ୟୁଟି ଭରିବାକୁ କହିପାରନ୍ତି । ଯଦି ଆପଣ ଏହିପରି ପ୍ରସ୍ତାବ ବା ଅଫର ପାଆନ୍ତି, ତେବେ ଦୟାକରି ସ୍ଥାନୀୟ ପୋଲିସର ସାଇବର କ୍ରାଇମ ଶାଖାରେ କିମ୍ବା sachet.rbi.org.in ରେ ଅଭିଯୋଗ କରନ୍ତୁ ।

ଆଉ ଶୁଣନ୍ତୁ ଆରବିଆଇ କଣ କହେ ।

- ଆରବିଆଇ କୌଣସି ବ୍ୟକ୍ତିବିଶେଷଙ୍କ ଖାତା ଖୋଲେ ନାହିଁ | ତେଣୁ ରିଜର୍ଭ ବ୍ୟାଙ୍କରେ କୌଣସି ଟଙ୍କା ଜମା କରିବାର ପ୍ରଶ୍ନ ଉଠୁ ନାହିଁ । କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ପ୍ରାପ୍ତ ଏକ ଏସଏମଏସ , କଲ କିମ୍ବା ଇମେଲ ଦ୍ୱାରା ଦୟାକରି ପ୍ରଲୋଭିତ ହୁଅନ୍ତୁ ନାହିଁ ଏବଂ କୌଣସି ବ୍ୟାଙ୍କ ଖାତାକୁ ଟଙ୍କା ସ୍ଥାନାନ୍ତର କରନ୍ତୁ ନାହିଁ ।

- ଆପଣଙ୍କର ବ୍ୟାଙ୍କ ଖାତା ବିବରଣୀ କିମ୍ବା ସିଭିଭି, ଓଟିପି କିମ୍ବା ପିନ କାହା ସହିତ ଶେୟାର କରନ୍ତୁ ନାହିଁ । ରିଜର୍ଭ ବ୍ୟାଙ୍କ କଥା ଛାଡନ୍ତୁ, ଏପରିକି ଆପଣଙ୍କ ବ୍ୟାଙ୍କ ମଧ୍ୟ ଏସଏମଏସ, ଫୋନ କିମ୍ବା ଇମେଲରେ ଏଭଳି ବିବରଣୀ ମାଗିବ ନାହିଁ |

ଅଧିକ ସୂଚନା ପାଇଁ ଆରବିଆଇ ର rbi.org.in. ରେ ଥିବା ସତର୍କତା ପୃଷ୍ଠା ବା ପେଜ ଭିଜିଟ କରନ୍ତୁ

RBI Kehta Hai Quick Links

RBI-Kehta-Hai-Follow Us

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?